19.1 C
Bhubaneswar
Thursday, February 12, 2026
Homeଓଡିଶାଅମର ବିଜେଡି ଛାଡ଼ି ପଳାନ୍ତୁ : ଲେନିନ୍‌

ଅମର ବିଜେଡି ଛାଡ଼ି ପଳାନ୍ତୁ : ଲେନିନ୍‌

ଭୁବନେଶ୍ୱର : ବଢ଼ିଲା ବିଜେଡି କନ୍ଦଳ। ଅମର ପ୍ରସାଦ ଶତପଥୀଙ୍କୁ ଦଳରୁ ପଳାଇବାକୁ କହିଲେ ଲେନିନ୍ ମହାନ୍ତି। ଅମର ପ୍ରସାଦ ଶତପଥୀଙ୍କୁ ବିଜେଡି ଛାଡ଼ି ପଳାଇବାକୁ କହିଲେ ଲେନିନ୍ ମହାନ୍ତି। ଯାହାଙ୍କୁ ଦଳରେ ଅଣନିଶ୍ୱାସୀ ଲାଗୁଛି, ଛାଡ଼ି ପଳାଇଲେ ଭଲ ହୁଅନ୍ତା। ସେ ନିଜ ପୁତୁରାଙ୍କୁ ଆଗରୁ ବିଜେପିକୁ ଛାଡ଼ିଛନ୍ତି। ଏବେ ନିଜେ ପଳାନ୍ତୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking