34.1 C
Bhubaneswar
Friday, May 15, 2026
Homeଓଡିଶାମୁଁ ବିଜେଡିରେ ନାହିଁ : ଅମର ଶତପଥୀ

ମୁଁ ବିଜେଡିରେ ନାହିଁ : ଅମର ଶତପଥୀ

ଭୁବନେଶ୍ୱର : ମୁଁ ବିଜେଡିରେ ନାହିଁ ବୋଲି ବଡ଼ ମନ୍ତବ୍ୟ ଦେଲେ ଅମର ଶତପଥୀ। ମୁଁ ବିଜେଡିରେ ନାହିଁ। ମୁଁ ଏବେ ସ୍ୱାଧୀନ କହିଲେ ଅମର ଶତପଥୀ। ସଭ୍ୟ ସଂଗ୍ରହ ଅଭିଯାନରେ ମୁଁ ମୋ ସଭ୍ୟପଦ ନବୀକରଣ କରିନି। ସଭ୍ୟପଦ ନେଇନି ମାନେ ମୁଁ ଟେକ୍ନିକାଲି ବିଜେଡିରେ ନାହିଁ। ଦିନ ଥିଲା ମୁଁ ବିଜେଡିରେ ଟିକେଟ୍ ବାଣ୍ଟୁଥିଲି। ଏବେ କିନ୍ତୁ କିଛି ଦିନ ହେଲା ମୁଁ ସକ୍ରୀୟ ରାଜନୀତିରୁ ନିବୃତ ରହିଛି। ଲେନିନ୍‌ଙ୍କ ଅପରିପକ୍ୱତା ପ୍ରତି ମୋର ଦୟା ଆସୁଛି। ମୋ ପୁତୁରା କେହି ବିଜେପିକୁ ଯାଇ ନାହାଁନ୍ତି। ସେ ନାଁ କହିଲେ ଭଲ ହୁଅନ୍ତା। ବିଜେପି ସହ ଅନେକ ଦଳ ମୋ ସହ ଯୋଗାଯୋଗରେ ଅଛିନ୍ତି। ମୁଁ କିନ୍ତୁ ଏବେ ସକ୍ରିୟ ରାଜନୀତିରୁ ନିବୃତ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking