29.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶଦୁର୍ଗା ପୁଜାରେ କାହିଁକି ରାଗିଲେ କାଜୋଲ

ଦୁର୍ଗା ପୁଜାରେ କାହିଁକି ରାଗିଲେ କାଜୋଲ

ବ୍ୟୁରୋ: ଦୁର୍ଗା ପୂଜା ସମୟରେ ରାଗିଲେ କାଜୋଲା ଦୁର୍ଗା ପୂଜା ସମୟରେ କାଜୋଲ ରଗିବାର ଭିଡିଓ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଭାଇରାଲ ହୋଇଥିବା ଏହି ଭିଡିଓରେ ବଲିଉଡ ଅଭିନେତ୍ରୀ କାଜୋଲ ଦୁର୍ଗା ପୂଜାର ଶୁଭ ଅବସରରେ ପାପାରାଜି ଉପରେ ରାଗିଥିବାର ଦେଖିବାକୁ ମିଳିଛି । ଅଭିନେତ୍ରୀ ଉତ୍ସବରେ ଯୋଗଦେବାବେଳେ, ଏହି ଘଟଣା ଘଟିଥିଲା । ଏବଂ ଫଟୋଗ୍ରାଫରଙ୍କ ପ୍ରତି ତାଙ୍କର ପ୍ରତିକ୍ରିୟା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। କାଜୋଲ ଭିଡିଓରେ ପାପାରାଜିଙ୍କୁ ଗାଳି ଦେଉଥିବାର ନଜର ଆସିଛି। ସେ ଲୋକଙ୍କ ଆସିବା ପାଇଁ ରାସ୍ତା ଛାଡିବା ପାଇଁ କହିଥିଲେ । ତାଙ୍କର ଏହି ପୁଜା ପେଣ୍ଡାଲକୁ ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking