29.1 C
Bhubaneswar
Monday, September 30, 2024
Homeଓଡିଶାଓଆର୍‌ଏସ୍ ସ୍ତରରେ ଅଦଳ ବଦଳ

ଓଆର୍‌ଏସ୍ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର : ଆଜି ରାଜ୍ୟ ସରକାର ଓଆର୍‌ଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି । ୪୭ ଓଆର୍‌ଏସ୍ ଅଫିସର୍‌ଙ୍କୁ ବଦଳି କରାଯାଇଛି । ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ..

୧) ବବିତା ମୁର୍ମୁ – (ଥିଲେ) ଉପ-ଜିଲ୍ଲାପାଳ ବଣାଇ, ସୁନ୍ଦରଗଡ଼ – (ହେଲେ) – ସବ୍‌-ରେଜିଷ୍ଟ୍ରାର କରଞ୍ଜିଆ, ମୟୁରଭଞ୍ଜ
୨)ବିରଜା ପ୍ରସାଦ ରାୟ – (ଥିଲେ) ଅତିରିକ୍ତ ତହସିଲ୍‌ଦାର ବାଲିକୁଦା ଜଗତସିହଂପୁର – (ହେଲେ) ଅତିରିକ୍ତ ତହସିଲ୍‌ଦାର ଦର୍ପଣ , ଯାଜପୁର
୩) ଚିନ୍ମୟ ଦାସ – (ଥିଲେ) ଜୋନ୍ ଅଫିସର୍ ଏଲ୍‌ଏଆର୍ ଏବଂ ଆର୍‌ଓ ରେଙ୍ଗାଲୀ ଜଳସେଚନ ପ୍ରକଳ୍ପ ସୁକିନ୍ଦା , ଯାଜପୁର – (ହେଲେ) କାର୍ଯ୍ୟନିର୍ବାହୀ ଅଧିକାରୀ ନିମାପଡ଼ା ଏନ୍‌ଏସି
୪) ଚିତ୍ରସେନ ଦଳାଇ – (ଥିଲେ) ସହକାରୀ ନିର୍ଦ୍ଦେଶକ ଆର୍‌ଆଇଟିଆଇ ଗୋଠପାଟଣା, ଭୁବନେଶ୍ୱର – (ହେଲେ) ଅତିରିକ୍ତ ତହସିଲ୍‌ଦାର୍ କାନିସ,ଗଞ୍ଜାମ
୫) ରାଜେନ୍ଦ୍ର ପ୍ରସାଦ ଭୁଇଆଁ – (ଥିଲେ)ସହକାରୀ ଜିଲ୍ଲାପାଳ, ଗଞ୍ଜାମ – (ହେଲେ) ଅତିରିକ୍ତ ତହସିଲ୍‌ଦାର୍ କୋଡିଙ୍ଗା, ନବରଙ୍ଗପୁର
୬) ଡି.ଗୋପାଳ ରେଡ୍ଡି – (ଥିଲେ) ସହକାରୀ ଜିଲ୍ଲାପାଳ, ଖୋର୍ଦ୍ଧା – (ହେଲେ) ଅତିରିକ୍ତ ତହସିଲ୍‌ଦାର, ଖୋର୍ଦ୍ଧା
୭) ସନାତନ ମଲ୍ଲିକ – (ଥିଲେ) ଅତିରିକ୍ତ ତହସିଲ୍‌ଦାର, ଖୋର୍ଦ୍ଧା – (ହେଲେ) ଅତିରିକ୍ତ ତହସିଲ୍‌ଦାର ଟାଙ୍ଗୀ, ଖୋର୍ଦ୍ଧା
୮) ଗଗନ ବିହାରୀ ଦାଶ – (ଥିଲେ) କାର୍ଯ୍ୟନିର୍ବାହୀ ଅଧିକାରୀ ରେମୁଣା ଏନ୍‌ଏସି, ବାଲେଶ୍ୱର – (ହେଲେ) ଅତିରିକ୍ତ ତହସିଲ୍‌ଦାର୍ ଧର୍ମଶାଳା, ଯାଜପୁର
୯) ଜିତେନ୍ଦ୍ର ବିଶ୍ୱାଳ -(ଥିଲେ) ଅତିରିକ୍ତ ତହସିଲଦାର୍ କିଶୋରନଗର, ଅନୁଗୋଳ – (ହେଲେ) ଅତିରିକ୍ତ ତହସିଲ୍‌ଦାର୍ ହିନ୍ଦୋଳ, ଢେଙ୍କାନାଳ
୧୦) ପ୍ରଭାତ ରଞ୍ଜନ ବିଶ୍ୱାଳ – (ଥିଲେ) ଅତିରିକ୍ତ ତହସିଲ୍‌ଦାର୍ ଗରଦପୁର, କେନ୍ଦ୍ରାପଡ଼ା – (ହେଲେ) ଅତିରିକ୍ତ ତହସିଲ୍‌ଦାର୍ ରେଢ଼ାଖୋଲ, ସମ୍ବଲପୁର
୧୧) କମଲ ବିହାରୀ ଦାସ – (ଥିଲେ) ସବ୍‌-ରେଜିଷ୍ଟ୍ରାର ଜଳେଶ୍ୱର, ବାଲେଶ୍ୱର – (ହେଲେ) କାର୍ଯ୍ୟନିର୍ବାହୀ ଅଧିକାରୀ ଜଳେଶ୍ୱର ମ୍ୟୁନିସ୍‌ପାଲିଟ
୧୨) କୃଷ୍ଣଚନ୍ଦ୍ର ନାୟକ – (ଥିଲେ) ଅତିରିକ୍ତ ତହସିଲ୍‌ଦାର୍ ଦାରିଙ୍ଗବାଡ଼ି, କନ୍ଧମାଳ – (ହେଲେ) ଅତିରିକ୍ତ ତହସିଲ୍‌ଦାର୍ ରଣପୁର, ନୟାଗଡ଼
୧୩) ମନୋଜ କୁମାର ସାହୁ – (ଥିଲେ) ଅତିରିକ୍ତ ତହସିଲ୍‌ଦାର୍ କୁସୁମୀ, ମୟୁରଭଞ୍ଜ – (ହେଲେ) ଅତିରିକ୍ତ ତହସିଲ୍‌ଦାର୍ ରେମୁଣା, ବାଲେଶ୍ୱର
୧୪) ପୁରୁଷୋତ୍ତମ ମିଶ୍ର – (ଥିଲେ) ଅତିରିକ୍ତ ତହସିଲ୍‌ଦାର୍ ରେମୁଣା, ବାଲେଶ୍ୱର – (ହେଲେ) ସବ୍‌-ରେଜିଷ୍ଟ୍ରାର ଜଳେଶ୍ୱର, ବାଲେଶ୍ୱର
୧୫) ଦିପ୍ତୀ ରଞ୍ଜନ ଜେନା – (ଥିଲେ) ଅତିରିକ୍ତ ତହସିଲ୍‌ଦାର୍ ରାସଗୋବିନ୍ଦପୁର, ମୟୁରଭଞ୍ଜ – (ହେଲେ) ସହକାରୀ ଜିଲ୍ଲାପାଳ, ବାଲେଶ୍ୱର
୧୬) ଜଗନ୍ନାଥ ବେହେରା – (ଥିଲେ) ସହକାରୀ ଜିଲ୍ଲାପାଳ, ବାଲେଶ୍ୱର – (ହେଲେ) ଅତିରିକ୍ତ ତହସିଲ୍‌ଦାର୍ କୁସୁମୀ, ମୟୁରଭଞ୍ଜ
୧୭) ମୃତ୍ୟୁଞ୍ଜୟ ବରାଳ – (ଥିଲେ) ସହକାରୀ ଜିଲ୍ଲାପାଳ, ରାୟଗଡ଼ା – (ହେଲେ) ଉପ-ଜିଲ୍ଲାପାଳ, ଖୋର୍ଦ୍ଧା
୧୮) ପ୍ରବୋଧ କୁମାର ମହାନ୍ତି – (ଥିଲେ) ଉପ- ଜିଲ୍ଲାପାଳ, ଖୋର୍ଦ୍ଧା – (ହେଲେ) ଅତିରିକ୍ତ ତହସିଲ୍‌ଦାର ପିପିଲି, ପୁରୀ
୧୯) ନିଗମାନନ୍ଦ ନନ୍ଦ – (ଥିଲେ) ସହକାରୀ ଜିଲ୍ଲାପାଳ, ଭଦ୍ରକ – (ହେଲେ) କାର୍ଯ୍ୟନିର୍ବାହୀ ଅଧିକାରୀ ପିପିଲି ଏନ୍‌ଏସି
୨୦) ନିରଞ୍ଜନ ଗୁରୁ – (ଥିଲେ) ଉପ-ଜିଲ୍ଲାପାଳ ହିନ୍ଦୋଳ, ଢ଼େଙ୍କନାଳ – (ହେଲେ) ଅତିରିକ୍ତ ତହସିଲ୍‌ଦାର୍ ରସୁଲପୁର, ଯାଜପୁର
୨୧) ନିଶା ଗୋଏଙ୍କା – (ଥିଲେ) ଅତିରିକ୍ତ ତହସିଲ୍‌ଦାର୍ ବ୍ରହ୍ମପୁର, ଗଞ୍ଜାମ – (ହେଲେ) କାର୍ଯ୍ୟନିର୍ବାହୀ ଅଧିକାରୀ ନିଆଳୀ, କଟକ
୨୨)ଗୁଦ୍ର ହେମ୍ବ୍ରମ – (ଥିଲେ) ସବ୍‌-ରେଜିଷ୍ଟ୍ରାର ନିଆଳୀ, କଟକ – (ହେଲେ) ଅତିରିକ୍ତ ତହସିଲ୍‌ଦାର୍ ଗରଦପୁର, କେନ୍ଦ୍ରାପଡ଼ା
୨୩) ପଦ୍ମୀନ ନାଏକ – (ଥିଲେ) ଅତିରିକ୍ତ ତହସିଲ୍‌ଦାର୍ ବିରମିତ୍ରପୁର, ସୁନ୍ଦରଗଡ଼ – (ହେଲେ) ଅତିରିକ୍ତ ତହସିଲ୍‌ଦାର୍ କୁତ୍ରା, ସୁନ୍ଦରଗଡ଼
୨୪) ଜ୍ୟୋତି ରଞ୍ଜନ ଦାସ – (ଥିଲେ) ଅତିରିକ୍ତ ତହସିଲ୍‌ଦାର୍ କୁତ୍ରା, ସୁନ୍ଦରଗଡ଼ – (ହେଲେ) ଅତିରିକ୍ତ ତହସିଲ୍‌ଦାର୍ ବିରମିତ୍ରପୁର, ସୁନ୍ଦରଗଡ
୨୫) ପଙ୍କଜବାସୀନୀ ଭଞ୍ଜ – (ଥିଲେ) ଅତିରିକ୍ତ ତହସିଲ୍‌ଦାର୍ ଭାପୁର, ନୟାଗଡ଼ – (ହେଲେ) ସହକାରୀ ଜିଲ୍ଲାପାଳ ଖୋର୍ଦ୍ଧା
୨୬) ସୋମେଶ ରାଣାବିଜୁଳୀ – (ଥିଲେ) ଅତିରିକ୍ତ ତହସିଲ୍‌ଦାର୍ କାନସୀ, ଗଞ୍ଜାମ – (ହେଲେ) ଅତିରିକ୍ତ ତହସିଲ୍‌ଦାର୍ ଖଣ୍ଡପଡ଼ା, ନୟାଗଡ଼
୨୭) ପୂଜା ଲେଙ୍କା – (ଥିଲେ) ଓଏସ୍‌ଡି ସିଡିଏ ,କଟକ – (ହେଲେ) ସବ୍‌-ରେଜିଷ୍ଟ୍ରାର, ବାଲିଅନ୍ତା , ଖୋର୍ଦ୍ଧା
୨୮)ପ୍ରଶାନ୍ତ ସିଂହ – (ଥିଲେ) ଅତିରିକ୍ତ ତହସିଲ୍‌ଦାର୍ କଙ୍କଡ଼ାହାଡ଼ ଢ଼େଙ୍କାନାଳ – (ହେଲେ) ଅତିରିକ୍ତ ତହସିଲ୍‌ଦାର୍ ଅନୁଗୋଳ
୨୯) ଦିବ୍ୟଜ୍ୟୋତି ଦେବଦର୍ଶୀନୀ – (ଥିଲେ)ଅତିରିକ୍ତ ତହସିଲ୍‌ଦାର୍ ଘସିପୁରା, କେନ୍ଦୁଝର – (ହେଲେ) ଓଏସ୍‌ଡି, ଡବ୍ଲୁ ଏବଂ ସିଡି ବିଭାଗ (ସୁଭଦ୍ରା ଯୋଜନା)
୩୦) ରାଜଭଲ୍ଲଭ ନାୟକ – (ଥିଲେ) ଅତିରିକ୍ତ ତହସିଲ୍‌ଦାର୍ ରସୁଲପୁର ଯାଜପୁର – (ହେଲେ) ଜୋନ୍ ଅଫିସର୍ ଏଲ୍‌ଏଆର୍ ଏବଂ ଆର୍‌ଓ ରେଙ୍ଗାଲୀ ଜଳସେଚନ ପ୍ରକଳ୍ପ ସୁକିନ୍ଦା , ଯାଜପୁର
୩୧) ସୁବାଷ ଚନ୍ଦ୍ର ଭୋଇ – (ଥିଲେ) ଉପ-ଜିଲ୍ଲାପାଳ ବରଗଡ଼ – (ହେଲେ) ଉପ-ଜିଲ୍ଲାପାଳ ସୁବର୍ଣ୍ଣପୁର
୩୨) ଦିବ୍ୟଜ୍ୟୋତି ପରିଡ଼ା – (ଥିଲେ) ଉପ-ଜିଲ୍ଲାପାଳ ସୁବର୍ଣ୍ଣପୁର – (ହେଲେ) ସବ୍‌-ରେଜିଷ୍ଟ୍ରାର ବାଟଣାଗଡ଼, ବଲାଙ୍ଗୀର
୩୩) ସୁଭଶ୍ରୀ ମିଶ୍ର – (ଥିଲେ) ସହାକରୀ ଜିଲ୍ଲାପାଳ ନୟାଗଡ଼ – (ହେଲେ) ଉପ-ଜିଲ୍ଲାପାଳ, ବ୍ରହ୍ମପୁର
୩୪) ସୁରେନ୍ଦ୍ର କୁମାର ମୁଦୁଲୀ – (ଥିଲେ) ସହକାରୀ ଜିଲ୍ଲାପାଳ, ସୁନ୍ଦରଗଡ଼ – (ହେଲେ) ଅତିରିକ୍ତ ତହସିଲ୍‌ଦାର୍ ଓଡ଼ପଡ଼ା, ଢ଼େଙ୍କାନାଳ
୩୫) କେ, ଭେଙ୍କେଟଶ୍ୱର ରାୟ – (ଥିଲେ) ଅତିରିକ୍ତ ତହସିଲ୍‌ଦାର୍ ଓଡ଼ପଡ଼ା, ଢ଼େଙ୍କାନାଳ – (ହେଲେ) ଅତିରିକ୍ତ ତହସିଲ୍‌ଦାର୍ ଆଠମଲିକ, ଅନୁଗୋଳ
୩୬) ରାଜାରାମ ଛତ୍ରିଆ – (ଥିଲେ) ଉପ-ଜିଲ୍ଲାପାଳ ନୟାଗଡ଼ – (ହେଲେ) ଅତିରିକ୍ତ ତହସିଲ୍‌ଦାର୍ ଭାପୁର, ନୟାଗଡ଼
୩୭) ଅମିତ ପଟ୍ଟନାୟକ – (ଥିଲେ) ଅତିରିକ୍ତ ତହସିଲ୍‌ଦାର୍ , ସମ୍ବଉଳପୁର – (ହେଲେ) ଅତିରିକ୍ତ ତହସିଲ୍‌ଦାର୍ ନୟାଗଡ଼
୩୮) ସୋନାଲୀ ଦଳାଇ – (ଥିଲେ) ଅତିରିକ୍ତ ତହସିଲ୍‌ଦାର୍ ମାନେଶ୍ୱର, ସମ୍ବଲପୁର – (ହେଲେ) ଅତିରିକ୍ତ କମିଶନର ସମ୍ବଲପୁର
୩୯) ସଞ୍ଜୟ କୁମାର ସାହୁ – (ଥିଲେ) ଅତିରିକ୍ତ କମିଶନର ସମ୍ବଲପୁର – (ହେଲେ) ଅତିରିକ୍ତ ତହସିଲ୍‌ଦାର୍ ସମ୍ବଲପୁର
୪୦) ପ୍ରତାପ ଶଙ୍କର ଦାସ – (ଥିଲେ) ସହକାରୀ ଜିଲ୍ଲାପାଳ ବଲାଙ୍ଗୀର – (ହେଲେ) ଅତିରିକ୍ତ ତହସିଲ୍‌ଦାର୍ କୋମନା, ନୂଆପଡ଼ା
୪୧) ସୋନିଆଶ୍ରୀ ମଲ୍ଲିକ – (ଥିଲେ) ସହକାରୀ ଜିଲ୍ଲାପାଳ ବଲାଙ୍ଗୀର – (ହେଲେ) ଅତିରିକ୍ତ ତହସିଲ୍‌ଦାର୍ କୋମନା, ନୂଆପଡ଼ା
୪୨) ଶୀବ ପ୍ରସାଦ ବିଶ୍ୱାଳ – (ଥିଲେ) ଉପ ନିର୍ଦ୍ଦେଶକ କନ୍‌ସୋଲେସନ୍ ଅଫ୍ ହୋଲଡିଙ୍ଗ୍‌, ସମ୍ବଲପୁର – (ହେଲେ) ସହାକରୀ ଜିଲ୍ଲାପାଳ, ବରଗଡ଼
୪୩) ଭୁବାନନ୍ଦ ସାହୁ – (ଥିଲେ) ସହାକରୀ ଜିଲ୍ଲାପାଳ, ବରଗଡ – (ହେଲେ) ଅତିରିକ୍ତ ତହସିଲ୍‌ଦାର୍ ବାନେଶ୍ୱର ସମ୍ବଲପୁର
୪୪) ଦାମ ନାରାୟଣ ମିଶ୍ର – (ଥିଲେ) ଅତିରିକ୍ତ ତହସିଲ୍‌ଦାର୍ ଗୋଲାମୁଣ୍ଡା,କଳାହାଣ୍ଡି – (ହେଲେ) ସହାକରୀ ଜିଲ୍ଲାପାଳ, ବଲାଙ୍ଗୀର
୪୫) ସୁଶାନ୍ତ କୁମାର ନାୟକ – (ଥିଲେ) ଉପ-ଜିଲ୍ଲାପାଳ, ସମ୍ବଲପୁର – (ହେଲେ) ଉପ ନିର୍ଦ୍ଦେଶକ କନ୍‌ସୋଲେସନ୍ ଅଫ୍ ହୋଲଡିଙ୍ଗ୍‌, ସମ୍ବଲପୁର
୪୬) କସ୍ତୁଭା ଷଡ଼ଙ୍ଗୀ -(ଥିଲେ) ଅତିରିକ୍ତ ତହସିଲ୍‌ଦାର୍ ତିଗିରିଆ କଟକ – (ହେଲେ) ଅତିରିକ୍ତ ତହସିଲ୍‌ଦାର୍ ନରସିଂହପୁର, କଟକ
୪୭) ରାମ ଚନ୍ଦ୍ର ନାୟକ – (ଥିଲେ) ଉପ-ଜିଲ୍ଲାପାଳ ରାଇରଙ୍ଗପଚର, ମୟୁରଭଞ୍ଜ – (ହେଲେ) କାର୍ଯ୍ୟନିର୍ବାହୀ ଅଧିକାରୀ ବଡବିଲ୍ ମ୍ୟୁନିସପାଲଟି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking