27.1 C
Bhubaneswar
Sunday, May 3, 2026
Homeଓଡିଶାହୀରାକୁଦ : ଖୋଲିବ ୬ ଗେଟ

ହୀରାକୁଦ : ଖୋଲିବ ୬ ଗେଟ

ସମ୍ବଲପୁର : ପୁଣି ହୀରାକୁଦ ଡ୍ୟାମର ୬ଟି ଗେଟକୁ ଖୋଲାଯିବ । ଆଜି ଅପରାହ୍ନ ୧ଟାବେଳେ ଏହି ୬ଟି ଗେଟକୁ ଖୋଲାଯିବ । ଏନେଇ ହୀରାକୁଦ ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ପୂର୍ବାହ୍ଣ ୧୨ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୨୦.୯୧ ଫୁଟ ରହିଛି ।

ଅବକାରୀ ସୁପରିଟେଣ୍ଡେଣ୍ଟ ନିଲମ୍ବିତ

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking