40.1 C
Bhubaneswar
Tuesday, April 30, 2024
Homeଓଡିଶାନୂଆପଡା ରେ ବାଘ ଆତଙ୍କ

ନୂଆପଡା ରେ ବାଘ ଆତଙ୍କ

ନୂଆପଡା : ନୂଆପଡା ଖଡିଆଳ ରେଞ୍ଜ ମହୁଲପଦର ଗାଁ ରେ ବାଘ ଆତଙ୍କ । ଗୋଟିଏ ଗାଇକୁ ବାଘ ମାରି ଦେଇଥିବା ସୂଚନା ରହିଛି । ଭୟଭୀତ ଅବସ୍ଥାରେ ରହିଛନ୍ତି ଲୋକେ । କଲରାପତରିଆ ବାଘ ଆକ୍ରମଣ କରିଥିବା ବନ କର୍ମଚାରୀଙ୍କ ସନ୍ଦେହ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking