ନୂଆପଡା : ନୂଆପଡା ଖଡିଆଳ ରେଞ୍ଜ ମହୁଲପଦର ଗାଁ ରେ ବାଘ ଆତଙ୍କ । ଗୋଟିଏ ଗାଇକୁ ବାଘ ମାରି ଦେଇଥିବା ସୂଚନା ରହିଛି । ଭୟଭୀତ ଅବସ୍ଥାରେ ରହିଛନ୍ତି ଲୋକେ । କଲରାପତରିଆ ବାଘ ଆକ୍ରମଣ କରିଥିବା ବନ କର୍ମଚାରୀଙ୍କ ସନ୍ଦେହ ।