ମୁମ୍ବାଇ: ଉର୍ବଶୀଙ୍କର ପ୍ରଥମ ଇଣ୍ଟର ନ୍ୟାସନାଲ୍ ଗୀତ ରିଲିଜ୍ ପରେ ଏହା ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ରିଲିଜ୍ ପରଠାରୁ ହିଁ ତାଙ୍କ ଗୀତ “ବର୍ସାଚେ ବେବି” ଖୁବ୍ ଲୋକପ୍ରିୟତା ହାସଲ କରିବାରେ ଲାଗିଛି । ତେବେ ଏହି ଗୀତରେ ଉର୍ବଶୀ ଇଜିପ୍ଟିଆନ୍ ସୁପରଷ୍ଟାର୍ ରମଦାନଙ୍କ ସହ ଠୁମକା ଲଗାଉଥିବା ଦେଖିବାକୁ ମିଳିଛି । ଏବେ ଏହି ଗୀତରେ ଉର୍ବଶୀ ଲୁକ୍ କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି । ବର୍ତ୍ତମାନ ଏହା ସହ ଜଡିତ ଏକ ଖବର ସାମନାକୁ ଆସିଛି । ଯାହାକୁ ଶୁଣିବା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ ।