31.1 C
Bhubaneswar
Tuesday, April 30, 2024
Homeବ୍ରେକୀଙ୍ଗଦିିବ୍ୟାଙ୍ଗ ଯୌନ ନିର୍ଯାତନା ମାମଲାରେ ସୁରେଶ ବେହେରାଙ୍କ ସହ ୫ ଗିରଫ

ଦିିବ୍ୟାଙ୍ଗ ଯୌନ ନିର୍ଯାତନା ମାମଲାରେ ସୁରେଶ ବେହେରାଙ୍କ ସହ ୫ ଗିରଫ

ଭୁବନେଶ୍ୱର : ପଳାଶପଲ୍ଲୀ ଦିବ୍ୟାଙ୍ଗ ଯୌନ ନିର୍ଯ୍ୟାତନା ମାମଲାରେ ଏହି ମହାସଂଘର ସମ୍ପାଦକ ସୁରେଶ ବେହେରାଙ୍କ ସମେତ ଅନ୍ୟ ୫ ଜଣଙ୍କ ପୋଲିସ ଗିରଫ କରିଛି । ଏହାସହ ଦିବ୍ୟାଙ୍ଗ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଦେବା ସହ ଏହି କାର୍ଯ୍ୟରେ ଲିପ୍ତ ରହିବାକୁ ବାଧ୍ୟ କରୁଥିବା ଖୋର୍ଦ୍ଧା ଡିଏସଏସଓ ସଙ୍ଗ୍ରାମ ଦାସ, କଟକ ଓ ଭୁବନେଶ୍ୱରର ଜଣେ ଜଣେ ଦଲାଲ ଓ ସେହି ଅନୁଷ୍ଠାନର ଜଣେ କର୍ମକର୍ତ୍ତା ଙ୍କୁ କମିଶନରେଟ ପୋଲିସ ଗିରଫ କରିଛି ।

ସୂଚନା ଅନୁସାରେ ଭୁବନେଶ୍ୱର ପଳାଶପଲ୍ଲୀ ଅଞ୍ଚଳରେ ଥିବା ତାଲିମକେନ୍ଦ୍ରରେ ସେକ୍ସ ରାକେଟ ଚାଲିଥିବା ସେହି ତାଲିମ କେନ୍ଦ୍ରର ଅନ୍ତେବାସୀ ଖୁଲାସା କରିଥିଲେ । ସେମାନଙ୍କ ଅଭିଯୋଗ ମୁତାବକ ତାଲିମ କେନ୍ଦ୍ରରେ ପର୍ଯ୍ୟବେକ୍ଷଣ ପାଇଁ ଆସୁଥିବା ସରକାରୀ କର୍ମଚାରୀ ମାନଙ୍କ ପାଇଁ ଏହିଠାରେ ସ୍ୱତନ୍ତ୍ର କକ୍ଷର ବ୍ୟବସ୍ଥା ରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking