30.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶଅର୍ଥନୀତିରେ ୨ ଜଣଙ୍କୁ ନୋବେଲ ପୁରସ୍କାର

ଅର୍ଥନୀତିରେ ୨ ଜଣଙ୍କୁ ନୋବେଲ ପୁରସ୍କାର

ନୂଆଦିଲ୍ଲୀ : ଅର୍ଥନୀତିରେ ୨ ଜଣଙ୍କୁ ମିଳିବ ୨୦୨୦ର ନୋବେଲ ପୁରସ୍କାର । ଅର୍ଥନୀତି ପାଇଁ ପଲ୍ ମିଲଗ୍ରୋମ୍ ଓ ରବର୍ଟ ୱିଲସନଙ୍କୁ ମିଳିବ ଏହି ପୁରସ୍କାର । ନିଲାମ ପ୍ରକ୍ରିୟାର ନୂଆ ତତ୍ତ୍ୱ ପାଇଁ ଉଭୟଙ୍କୁ ପୁରସ୍କାର ମିଳିବ ବୋଲି ଜଣାପଡିଛି । ‘ଇମ୍ପ୍ରୁଭମେଣ୍ଟସ ଟୁ ଅକ୍ସସନ ଥିଓରି’ ଏବଂ ‘ଇନଭେନସନ୍ ଅଫ୍ ନ୍ୟୁ ଅକ୍ସନ ଫର୍ମାଟ୍’ ପାଇଁ ଏହି ଦୁଇ ଆମେରିକୀୟଙ୍କୁ ଅର୍ଥନୀତିରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ।
ଗତ ବର୍ଷ ସମଗ୍ର ବିଶ୍ବରୁ ଦାରିଦ୍ର ଦୂର କରିବା ପାଇଁ ଗବେଷଣା କରିଥିବା ନେଇ ଏହି ପୁରସ୍କାର ମାସାଚ୍ୟୁଟସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଦୁଇଜଣ ଗବେଷକ ଏବଂ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ପୁରସ୍କାର ଅର୍ଥନୀତିରେ ନୋବେଲ ପାଇଥିଲେ। ଏହି ପ୍ରତିଷ୍ଠିତ ପୁରସ୍କାର ପାଇଁ ଏକ କୋଟି କ୍ରୋନା (ପାଖାପାଖି ୧୧ଲକ୍ଷ ଆମେରିକୀୟ ଡଲାର) ପ୍ରଦାନ କରାଯାଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking