29.1 C
Bhubaneswar
Tuesday, May 7, 2024
Homeଓଡିଶାକୃଷି ଓ କୃଷକ ବିରୋଧୀ କଳା ଆଇନକୁ ବିରୋଧ କରି କୋରାଇ ନିର୍ବାଚନ ମଣ୍ଡଳୀ କଂଗ୍ରେସ...

କୃଷି ଓ କୃଷକ ବିରୋଧୀ କଳା ଆଇନକୁ ବିରୋଧ କରି କୋରାଇ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ କୋରାଇ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶ

ଯାଜପୁର: କେନ୍ଦ୍ର ସରକାର ଙ୍କ କୃଷି ଓ କୃଷକ ବିରୋଧୀ କଳା ଆଇନ କୁ ପ୍ରତିବାଦ କରି ଆଜି କୋରାଇ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ କୋରାଇ ବ୍ଲକ ସମୁଖ୍ୟ ରେ ବିକ୍ଷୋଭ ପଦର୍ଶନ କରାଯାଇଥିଲା । ଏହି କଳା ଆଇନ କୁ ବାତିଲ କରିବା ପାଇଁ ରାଷ୍ଟ୍ରପତିଙ୍କ ମର୍ମ ଏକ ଦାବୀ ପତ୍ର କୋରାଇ ବି.ଡ଼ି.ଓ ଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ବିଧାୟିକା ପ୍ରାଥୀନି ବନ୍ଦିତା ପରିଡା, ବରିଷ୍ଠ କଂଗ୍ରେସ ନେତା ବିଦ୍ୟାଧର ମହାନ୍ତି, ନେତୃତ୍ୱ ରେ କଂଗ୍ରେସ କର୍ମୀ ମାନେ ଏକ ପଟୁ ହାରରେ କେନ୍ଦ୍ର ସରକାର ଙ୍କ ଜନ ବିରୋଧୀ ଆଇନ ବିରୋଧ ନାରା ଦେହି ବ୍ଲକ କାର୍ଯ୍ୟାଳୟ କୁ ଆସି ଥିଲେ । ବ୍ଲକ କଂଗ୍ରେସ ସଭାପତି ମଧୁସୂଦନ ସାହୁ, ଅକ୍ଷୟ ଯେନା, ନରହରି କୁଁହ୍ନର, ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ପ୍ରିୟବ୍ରତ ସାହୁ, ପରମାନନ୍ଦ ସେଠି ନିରଂଜନ ନାୟକ ପ୍ରମୁଖ ବହୁ କଂଗ୍ରେସ ନେତା ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking