31.1 C
Bhubaneswar
Tuesday, April 30, 2024
Homeବ୍ରେକୀଙ୍ଗଦେଶରେ ୧୨ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା, ଦିନକରେ ୩୩୬ ମୃତ

ଦେଶରେ ୧୨ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା, ଦିନକରେ ୩୩୬ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ମୃତ୍ୟୁସଂଖ୍ୟା ୧୨,୫୭୩କୁ ବୃଦ୍ଧିପାଇଛି । ୨୪ ଘଣ୍ଟାରେ ୧୩ହଜାର ୫୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୩୬ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୮୦ହଜାର ୫୩୨କୁ ବୃଦ୍ଧିପାଇଛି । ସେଥିମଧ୍ୟରୁ ଚିକିତ୍ସାଧିନ ଅଛନ୍ତି ୧ଲକ୍ଷ ୬୩ହଜାର ୨୪୮ଆକ୍ରାନ୍ତ । ସୁସ୍ଥ ହୋଇଛନ୍ତି ୨ଲକ୍ଷ ୪ହଜାର ୭୧୧ଜଣ ଆକ୍ରାନ୍ତ । ମହାରାଷ୍ଟ୍ରରେ ୧ଲକ୍ଷ ୨୦ହଜାର ୫୦୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫,୭୫୧ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି – ଆନ୍ଧ୍ରପ୍ରଦେଶରେ – ୯୨ ଜଣ, ଆସାମରେ – ୯ ଜଣ, ବିହାରରେ – ୪୪ ଜଣ, ଚଣ୍ଡିଗଡ଼ରେ – ୬ ଜଣ, ଛତିଶଗଡ଼ରେ – ୧୦ ଜଣ, ଦିଲ୍ଲୀରେ – ୧୯୬୯ ଜଣ, ଗୁଜରାଟରେ – ୧୫୯୧ ଜଣ, ହରିୟାଣାରେ – ୧୩୪ ଜଣ, ହିମାଚଳ ପ୍ରଦେଶରେ – ୮ ଜଣ, ଜମ୍ମୁ ଓ କଶ୍ମୀରରେ – ୭୧ ଜଣ, ଝାଡ଼ଖଣ୍ଡରେ – ୧୧ ଜଣ, କର୍ଣ୍ଣାଟକରେ – ୧୧୪ ଜଣ, କେରଳରେ – ୨୧ ଜଣ, ଲଦାଖରେ – ୧ ଜଣ, ମଧ୍ୟପ୍ରଦେଶରେ – ୪୮୬ ଜଣ, ମହାରାଷ୍ଟ୍ରରେ – ୫୭୫୧ ଜଣ, ମେଘାଳୟରେ – ୧ ଜଣ, ଓଡ଼ିଶାରେ – ୧୧ ଜଣ, ପୁଦ୍ଦୁଚେରୀରେ  – ୭ ଜଣ, ପଞ୍ଜାବରେ – ୮୩ ଜଣ, ରାଜସ୍ଥାନରେ – ୩୨୩ ଜଣ, ତାମିଲନାଡୁରେ – ୬୨୫ ଜଣ, ତେଲେଙ୍ଗାନାରେ – ୧୯୫ ଜଣ, ତ୍ରିପୁରାରେ – ୧ ଜଣ, ଉତ୍ତରାଖଣ୍ଡରେ – ୨୬ ଜଣ, ଉତ୍ତରପ୍ରଦେଶରେ – ୪୬୫ ଜଣ ଏବଂ ପଶ୍ଚମବଙ୍ଗରେ – ୫୧୮ ଜଣ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking