31.1 C
Bhubaneswar
Wednesday, May 1, 2024
Homeଓଡିଶାକୋରାପୁଟ ହେଲା କଣ୍ଟେନମେଣ୍ଟ ଘୋଷଣା

କୋରାପୁଟ ହେଲା କଣ୍ଟେନମେଣ୍ଟ ଘୋଷଣା

ଭୁବନେଶ୍ୱର: ଆଜି କୋରାପୁଟରୁ ଜଣେ ୨୨ ବର୍ଷୀୟ ଯୁବକ କରୋନା ପଜେଟିଭ ଚିହ୍ନଟ ହେବା ପରେ ସଂପୃକ୍ତ ଯୁବକ ଯେଉଁ ଅଂଚଳର ସେହି ଅଂଚଳକୁ ଆଜି କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଦଶମନ୍ତପୁର ବ୍ଲକ ପୋଡାଗଡ ପଂଚାୟତକୁ କଣ୍ଟେନମେଣ୍ଟ ଅଂଚଳ ଘୋଷଣା କରାଯାଇଛି । ଷ୍ଟାଫନର୍ସ ଥିବା ଉକ୍ତ ଯୁବକ କରୋନାରେ ଆକ୍ରାନ୍ତ ବୋଲି ଚିହ୍ନଟ ହେବା ପରେ ଏହା ଘୋଷଣା କରାଯାଇଛି । ପୋଡାଗଡର ୩ କିମି ପରିଧି ଅଂଚଳକୁ କଣ୍ଟେନମେଣ୍ଟ ଅଂଟଳ ଘୋଷଣା କରାଯାଇଛି । ୩ କିମି କଣ୍ଟେନମେଣ୍ଟ, ୭ କିମି ପରିବ୍ୟାପ୍ତ ଅଂଚଳ ବଫର ଜୋନ ଘୋଷଣା ହୋଇଛି । ତେବେ ଉକ୍ତ ଯୁବକଙ୍କ କଣ୍ଟ୍ଧଳ । ଟ୍ରେସିଂ ବର୍ତମାନ ଆରମ୍ଭ ହୋଇଥିବା କୋରାପୁଟ ଜିଲ୍ଲାପାଳ ସୂଚନା ପ୍ରଦାନ କରିଛନ୍ତି । ତେବେ ବର୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୧ରେ ପହଞ୍ଚିଛି ।
https://onakhabar.com/2020/04/27/one-more-corona-positive-in-odisha/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking