32.1 C
Bhubaneswar
Saturday, May 4, 2024
Homeଓଡିଶାଏବେଠୁ ତାତିଲାଣି

ଏବେଠୁ ତାତିଲାଣି

ଭୁବନେଶ୍ୱର: ଗୋଟିଏ ପଟେ କରୋନା ସମଗର୍ ରାଜ୍ୟକୁ କଲବଲ କରାଉଥିବା ବେଳେ ଅନ୍ୟପଟେ ଏବେଠୁ ଖରାର ତାପମାତ୍ରା ମଧ୍ୟ ବଢିବାକୁ ଲାଗିଲାଣି । ଆଜି ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଏହି ଶ୍ରେଣୀରେ ଆଜି ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼। ସେଠାରେ ତାପମାତ୍ରା ୪୧ ଡିଗ୍ରୀ ରହିଛି। ଏଥିସହ ଭୁବନେଶ୍ୱରରେ ୪୦ .୨, କଟକରେ ୪୦, ଚାନ୍ଦବାଲିରେ ୪୦.୮, ଭବାନୀପାଟଣାରେ ୪୦. ୫, ବଲାଙ୍ଗିରରେ ୪୦.୫, ବୌଦ୍ଧରେ ୪୦. ୫, ସୋନପୁରରେ ୪୦.୨, ତାଳଚେରରେ ୪୦. ୧ ଓ ମାଲକାନଗିରିରେ ୪୦ ଡିଗ୍ରୀ ରହିଛି । ଏହାଛଡା  ୬ଟି ସହରର ତାପମାତ୍ରା ୩୯ ଡିଗ୍ରୀ ଉପରେ ରହିଛି ।
https://onakhabar.com/2020/04/12/massive-earthquake-tremors-jolt-delhi-ncr/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking