27.1 C
Bhubaneswar
Friday, May 10, 2024
Homeଓଡ଼ିଶା ବିଧାନସଭା ବଜେଟ୍ ଅଧିବେଶନଖାଲିପଡ଼ିଛି ୯୮ ହଜାର ପଦବୀ

ଖାଲିପଡ଼ିଛି ୯୮ ହଜାର ପଦବୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୯୮ ହଜାର ପଦବୀ ଖାଲିପଡ଼ିଛି । ୪୧ଟି ବିଭାଗରେ ମୋଟ ୯୮ହଜାର ୩୪୮ ପଦବୀ ଖାଲିପଡ଼ିଛି । ବିଧାୟକ ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଏହି ସୂଚନା ଦେଇଛନ୍ତି ।

ତାଙ୍କ ସୂଚନା ଅନୁଯାୟୀ ସ୍ୱାସ୍ଥ୍ୟ ବିଭାଗରେ ସର୍ବାଧିକ ୨୬ ହଜାର ୮୧୫ ପଦବୀ ଖାଲିପଡ଼ିଛି । ସେହିପରି ଗଣଶିକ୍ଷା ବିଭାଗରେ ୨୧ ହଜାର ୮୪୪ ଓ ଗୃହ ବିଭାଗରେ ୭୩୧୫ ପଦବୀ ଖାଲି ପଡ଼ିଛି । ରାଜସ୍ୱ ବିଭାଗରେ ୫୮୯୨ ଓ ଉଚ୍ଚଶିକ୍ଷା ବିଭାଗରେ ୩୭୭୭ ପଦବୀ ଖାଲି ପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking