33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଭୟଙ୍କର ସଡ଼କ ଦୁର୍ଘଟଣା : ବିଜେପି ବିଧାୟକଙ୍କ ପୁଅ ସମେତ ୭ ମୃତ

ଭୟଙ୍କର ସଡ଼କ ଦୁର୍ଘଟଣା : ବିଜେପି ବିଧାୟକଙ୍କ ପୁଅ ସମେତ ୭ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ସେଲସୁରା ଠାରେ ଏକ ଭୟଙ୍କର ବଡ଼ ସଡ଼କ ଦୁର୍ଘଟଣା ଘଟିଯାଇଛି । ଏଥିରେ ୭ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି । ଏଥିରେ ଜଣେ ବିଜେପି ବିଧାୟକଙ୍କ ପୁଅ ମଧ୍ୟ ରହିଛନ୍ତି ।

ଏହି ଘଟଣା ସୋମବାର ଦିନ ବିଳମ୍ବିତ ରାତିରେ ଘଟିଛି । ଏହି ସଡ଼କ ଦୁର୍ଘଟଣାରେ ବିଜେପି ବିଧାୟକ ବିଜୟ ରାହାଙ୍ଗଦଳେଙ୍କ ପୁଅ ଅଭିଶକର୍ ରାହାଙ୍ଗଦଳେଙ୍କ ମୃତ୍ୟୁ ହୋଇଯାଇଛି । ପୋଲିସ୍ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking