39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଏଜିଆନ୍ ସାଗରରେ ବୋଟ ବୁଡ଼ି ୫୦ ନିଖୋଜ

ଏଜିଆନ୍ ସାଗରରେ ବୋଟ ବୁଡ଼ି ୫୦ ନିଖୋଜ

ଏଥେନ୍ସ: ଗ୍ରୀସ୍ ଉପକୂଳସ୍ଥ ଏଜିଆନ ସାଗରରେ ବୁଧବାର ଗୋଟିଏ ଯାତ୍ରୀବାହୀ ବୋଟ୍ ବୁଡିଯିବା ଫଳରେ ୫୦ ଜଣ ଯାତ୍ରୀ ନିଖୋଜ ହୋଇଥିବା ଜଣାପଡିଛି । ୮୦ ଜଣ ଶରଣାର୍ଥୀଙ୍କୁ ନେଇ ଉକ୍ତ ବୋଟ୍‌ଟି ତୁର୍କୀରୁ ଇଟାଲୀ ଯାଉଥିବାବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସମୁଦ୍ରରେ ବୁଡିଯାଇଛି । ଗ୍ରୀସ୍ ତଟରକ୍ଷୀ ବାହିନୀ ୨୯ ଜଣଙ୍କୁ ଉଦ୍ଧାର କରିଥିବାବେଳେ ଅନ୍ୟମାନଙ୍କର ପତ୍ତା ମିଳୁନଥିବା କୁହାଯାଇଛି ।

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଏମ୍‌ସରେ ଭର୍ତ୍ତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking