ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଏମ୍‌ସରେ ଭର୍ତ୍ତି

ନୂଆଦିଲ୍ଲୀ : ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଅସୁସ୍ଥ ହେବାପରେ ତାଙ୍କୁ ସ୍ଥାନୀୟ ଏମ୍‌ସରେ ଭର୍ତ୍ତି କରାଯାଇଛି । ବୁଧବାର ସକାଳେ ରାଜୁ ଜିମ୍‌ରେ ଅଭ୍ୟାସ କରୁଥିବାବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଟ୍ରେନର ତୁରନ୍ତ ତାଙ୍କୁ ଏମ୍‌ସ ନେବାପରେ ସେଠାରେ ରାଜୁଙ୍କର ଆଞ୍ଜିଓଗ୍ରାଫି କରାଯାଇଥିଲା । ବର୍ତ୍ତମାନ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାବେଳେ ରାଜୁ ଡାକ୍ତରୀ ଦଳଙ୍କ ତତ୍ତ୍ୱାବଧାନରେ ରହିଛନ୍ତି । ଅଶୀ ଦଶକରେ ଟିଭି କାର୍ଯ୍ୟକ୍ରମ ‘ଦି ଗ୍ରେଟ୍ ଇଣ୍ଡିଆନ ଲାଫ୍‌ଟର … Continue reading ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଏମ୍‌ସରେ ଭର୍ତ୍ତି