28.9 C
Bhubaneswar
Sunday, May 5, 2024
Homeଓଡିଶାନିଯୁକ୍ତି ଆଶାୟୀ ଯୁବକ ଯୁବତୀଙ୍କୁ ଚୂନ ଲଗାଇଛନ୍ତି ୩ ଯୁବତୀ, ପୋଲିସ କଲା ଗିରଫ

ନିଯୁକ୍ତି ଆଶାୟୀ ଯୁବକ ଯୁବତୀଙ୍କୁ ଚୂନ ଲଗାଇଛନ୍ତି ୩ ଯୁବତୀ, ପୋଲିସ କଲା ଗିରଫ

କଟକ: ନିଯୁକ୍ତି ନାଁରେ ଠକେଇ ଅଭିଯୋଗ । ମାମଲାରେ ୩ ଜଣ ଯୁବତୀ ଗିରଫ । କଟକ ଜିଲ୍ଲା ବାଦାମବାଡି ହାଇକୋର୍ଟ କଲୋନି ଅଞ୍ଚଳର A ଟୁ Z ସଲ୍ୟୁସନ କମ୍ପାନିର ୩ କର୍ମଚାରୀଙ୍କୁ ଗିରଫ କରିଛି ବାଦାମବାଡି ଥାନା ପୋଲିସ ।

ପୂର୍ବରୁ କମ୍ପାନିର ମାଲିକ ବିନୟ କୁମାର ଦାସକୁ ଗିରଫ କରାଯାଇଥିଲା । ଏହି କମ୍ପାନି ପ୍ରାୟ ୧ ହଜାର ୯୩୦ ଜଣ ଚାକିରୀ ଆଶୟୀଙ୍କଠାରୁ ଟଙ୍କା ନେଇ ଠକେଇ କରିଥିବା ଅଭିଯୋଗ ହୋଇଛି । ଏଥିସହ ସେମାନଙ୍କଠାରୁ ବହୁ ସଂଖ୍ୟାରେ ଚେକ୍‌ବୁକ୍‌, ୧୪ଟି ଫୋନ, କର୍ମଚାରୀଙ୍କ ୨୪ଟି ପରିଚୟପତ୍ର ଏବଂ ଅନ୍ୟାନ୍ୟ କାଗଜପତ୍ର ଜବତ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking