30.1 C
Bhubaneswar
Monday, May 6, 2024
Homeଅପରାଧନିଶା ଇନଜେକସନ ଲଗାଇ ଯୁବତୀଙ୍କ ସହ ଏପରି କଲେ...

ନିଶା ଇନଜେକସନ ଲଗାଇ ଯୁବତୀଙ୍କ ସହ ଏପରି କଲେ…

ଝାରଖଣ୍ଡ : ଝାରଖଣ୍ଡରେ ଏକ ଅମାନବିକ ଘଟଣା ସାମନାକୁ ଆସିଛି । ଜଣେ ୨୨ ବର୍ଷିୟ ଯୁବତୀ । ରେପ ଲଗାଇଛନ୍ତି ଯେ, ୬୦ ଜଣ ଲୋକ ୧ ମାସ ହେବ ଯୁବତୀଙ୍କୁ ବନ୍ଧକ ବନାଇ ଗଣଦୁଷ୍କର୍ମ କରିଛନ୍ତି । ଏହାସହ ସେ କହିଛନ୍ତି ଯେ, ତାଙ୍କୁ ନିଶା ଇନଜେକସନ ଲଗାଇ ଦୁଷ୍କର୍ମ କରାଯାଉଥିଲା । ଏବେ ଯୁବତୀ ଜଣଙ୍କ ମାନସିକ ଅବସ୍ଥା ଠିକ ନାହିଁ । ପୋଲିସ ଏବେ ଏହି ମାମଲାର ଯାଞ୍ଚ କରୁଛି ।

ପୋଲିସ ପ୍ରଥମେ ଯୁବତୀଙ୍କୁ ପଚରାଉଚରା କରିଥିଲା । ଏହାପରେ ଯୁବତୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନଥିବାରୁ ତାଙ୍କୁ ପ୍ରାଥମିକ ଉପଚାର ପାଇଁ ଜିଲ୍ଲା ହସ୍ପିଟାଲକୁ ପଠାଯାଇଛି । ତେବେ ଯୁବତୀ ଜଣକ ଜାମସେଦପୁର ବାସିନ୍ଦା ବୋଲି ଜଣା ପଡିଛି ।

ପିଡୀତାଙ୍କର ରିପୋର୍ଟ ଅନୁଯାୟୀ ପୋଲିସ ଲଗାତର ଭାବେ ତଦନ୍ତ କରି ପଚରାଉଚରା କରୁଛି କିନ୍ତୁ ଏବେ ଯାଏଁ କୌଣସି ପ୍ରମାଣ ପାଇପାରି ନାହିଁ ।
ତେବେ ଯୁବତୀଙ୍କ ଶରୀରର ବିଭିନ୍ନ ସ୍ଥାନରେ ର ଛୁଞ୍ଚି ର ଚିହ୍ନ ଓ ଆଖିରେ କ୍ଷତ ହେବାର ପ୍ରମାଣ ମିଳିଛି । ଏହାକୁ ପୋଲିସ ଗମ୍ଭୀରତାର ସହ ନେଇ ତଦନ୍ତ ଜାରି ରଖିଛି ।

ଏଥିରେ ପୋଲିସ ଏସଡିପିଓ ସଞ୍ଜୟ କୁମାର ସିଂ କହିଛନ୍ତି ଯେ, ଯୁବତୀ ଜଣକ ତାଙ୍କ ମାନସିକ ସନ୍ତୁଳନ ହରାଇ ଦେଇଛନ୍ତିି । ଡାକ୍ତର ଯାଞ୍ଚ କରିବା ପରେ ଯୁବତୀଙ୍କ ସହ ପଚରାଉଚରା କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking