28.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଏସସିବିରେ ରୋଗୀଙ୍କ ଉପରେ ଖସିଲା ଫ୍ୟାନ

ଏସସିବିରେ ରୋଗୀଙ୍କ ଉପରେ ଖସିଲା ଫ୍ୟାନ

କଟକ : କଟକ ଏସସିବିରେ ରେଗୀଙ୍କ ଉପରେ ଫ୍ୟାନ ଛିଣ୍ଡି ପଡିଛି । ଏଥିରେ ରୋଗୀ ଜଣକ ଗୁରୁତର ହୋଇ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ।
ଯାଯପୁର ଜିଲ୍ଲାର ଜଣେ ମହିଳା ୪ ଦିନ ତଳେ ଏସସିବିରେ ଭର୍ତ୍ତି ହୋଇଥିଲେ । ନିଆଁରେ ପୋଡି ଯାଇଥିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଥିଲେ ।

ଶୋଇଥିବା ଅବସ୍ଥାରେ ହଠାତ ଫ୍ୟାନଟ ତାଙ୍କ ଉପରେ ଛିଣ୍ଡି ପଡିଥିଲା ଏହାପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହୋଇଥିଲା । ଏବେ ତାଙ୍କୁ ଆଇସିୟୁକୁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking