31.1 C
Bhubaneswar
Monday, May 6, 2024
Homeଓଡିଶାହୀରାକୁଦର ୨୦ ଗେଟ୍ ଖୋଲା

ହୀରାକୁଦର ୨୦ ଗେଟ୍ ଖୋଲା

ସମ୍ବଲପୁର : ହୀରାକୁଦ ଡ୍ୟାମର ଆଉ ୪ ଟି ଗେଟ୍ ଖୋଲା । ଖୋଲାଥିବା ୨୪ ଟି ଗେଟ୍ ରୁ ଆଉ ୪ଟି ବନ୍ଦ ହେଲା । ବର୍ତ୍ତମାନ ୨୦ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ ।
ବନ୍ୟା ସ୍ଥିତି ନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ହୀରାକୁଦ ଡ୍ୟାମର ଜଳସ୍ତର ୬୨୨ ଫୁଟ ତଳକୁ ଖସିଛି । ଏବେ ହୀରାକୁଦର ଜଳସ୍ତର ୬୨୧.୯୩ ଫୁଟ ରହିଛି । ଡ୍ୟାମକୁ ପଶୁଛି ୩.୨୩ ଲକ୍ଷ ଏବଂ ବାହାରୁଛି ୪.୫୦ ଲକ୍ଷ କ୍ୟୁସେକ୍ । କାଲି ସକାଳ ସୁଦ୍ଧା ଡ୍ୟାମ ଜଳସ୍ତର ୬୨୦.୫ କପ ଆଣିବୁ । ମୁଣ୍ଡଳିରେ ଏବେ ୯.୪୮ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ମୁଣ୍ଡଳି ତଳ ମୁଣ୍ଡରେ ଜଳସ୍ତର କମିଛି । ଆଉ ନୂଆ ଘାଇ ମଧ୍ୟ ହୋଇନି । ଅନେକ ଗାଁରେ ଏବେ ବି ପାଣି ଅଛି , ଧିରେ ଧିରେ ଖସିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking