32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗ୨୨ ଜାନୁୟାରୀ ସୁଦ୍ଧା କେତେ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି

୨୨ ଜାନୁୟାରୀ ସୁଦ୍ଧା କେତେ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି

ନୂଆଦିଲ୍ଲୀ: ଦେଶରେ କେତେଜଣ ଡାକ୍ତରଙ୍କ କୋଭିଡ ଯୋଗୁଁ ମୃତ୍ୟୁ ହୋଇଛି, ସେନେଇ ହେଲଥ ମିନିଷ୍ଟ୍ରି ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ।
ଦେଶରେ କରୋନା ସଂକ୍ରମିତ ହୋଇ ୧୬୨ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ଜାନୁଆରୀ ୨୨ ସୁଦ୍ଧା ୧୦୭ ନର୍ସ, ୪୪ ଆଶାକର୍ମୀଙ୍କ ମୃତ୍ୟୁ ହୋଇଛି । ସଂସଦରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏନେଇ ଲିଖିତ ଉତର ରଖିଛନ୍ତି । ୧୦ ମାସରୁ ଦୀର୍ଘ ଦିନ ଧରି ମହାମାରୀ କରୋନା ଲକ୍ଷ ଲକ୍ଷ ମୁଣ୍ଡ ନେଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୬୨ ଜଣ ଡାକ୍ତର ରହିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୨୪ ଘଣ୍ଟାରେ କୋଭିଡ ଜନିତ ମାମଲା ୮୬୦୦ ରହିଛି ଏବଂ ୧୦୦ରୁ କମ୍ ଲୋକଙ୍କ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking