37.4 C
Bhubaneswar
Friday, June 12, 2026
Homeଓଡିଶା ମାଛ ଧରିବାକୁ ଯାଇ ଯୁବକ ନିଖୋଜ

 ମାଛ ଧରିବାକୁ ଯାଇ ଯୁବକ ନିଖୋଜ

ପାଳଲହଡ଼ା:  ମାଛ ଧରିବାକୁ ଯାଇ ଯୁବକ ନିଖୋଜ  । ପାଳଲହଡ଼ା ରେଙ୍ଗାଳି ଜଳଭଣ୍ତାରରେ ଅଘଟଣ । ନିଖୋଜ ଯୁବକ ଜଣକ କୁଶବଣିଆ ଗାଁର । ଗତକାଲି  ଦିନ ୩ଟାରେ ଯୁବକ ଜଣକ ମାଛ ଧରିବା ପାଇଁ ଯାଇଥିଲେ  ।  ସେହି ସମୟରେ  ଝଡ଼ ତେଫାନ ଆସିଥିଲା ଏବଂ ଡଙ୍ଗାଟି ଓଲଟି ପଡ଼ିଥିଲା । ଯୁବକ ଜଣକ ନିଜକୁ ବଞ୍ଚାଇବା ପାଇଁ  ପହଁରିକି କୂଳକୁ ଆସିବାକୁ ଚେଷ୍ଟା କରିଥିଲେ  ମାତ୍ର ପବନ ବେଶି ଥିବାରୁ ସେ  ଆସିପାରିନଥିଲେ । ଗଭୀର ଜଳ ଭିତରେ ବୁଡ଼ି ଯାଇଥିଲେ । ଏବେ ଦମକଳ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ  ଜାରି ରହିଛି । ମାତ୍ର କୌଣସି ଖୋଜ ଖବର ମିଳିନାହିଁ  ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking