30.1 C
Bhubaneswar
Saturday, May 4, 2024
Homeଓଡିଶାପାଖେଇ ଆସୁଛି 'ୟାସ'

ପାଖେଇ ଆସୁଛି ‘ୟାସ’

ଭୁବନେଶ୍ୱର: ଓଡିଶା ଉପକୂଳକୁ ଧିରେ ଧିରେ ପାଖେଇ ଆସୁଛି ବାତ୍ୟା ୟାସ ।  ଏବେ ପାରାଦୀପଠାରୁ ୨ଶହ କିମି ଦୂରରେ ରହିଛି ୟାସ୍ । ବାତ୍ୟା ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ବଢୁଥିବା ସୂଚନା ମିଳିଛି । ଏନେଇ ତାଜା ସୂଚନା ପ୍ରଦାନ କରିଛନ୍ତି ଆଇଏମଡି ଡିଜି ମୃତ୍ୟୁଂଜୟ ମହାପାତ୍ର ।
ଅନ୍ୟପଟେ, ବାତ୍ୟା ୟାସକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲା ପ୍ରଶାସନ ଚଣ୍ଡୀଖୋଲରୁ ବାଲେଶ୍ୱର ମଧ୍ୟରେ ଗାଡି ଚଳାଚଳ ଉପରେ କଚକଣା ଲଗାଇଛି ।  ଆଜି ରାତି ୧୨ଟାରୁ କାଲି ଦିନ ୧୨ ଯାଏଁ ଗାଡି ଚଳାଚଳ ବନ୍ଦ କରିଛି । ଚଣ୍ଡୀଖୋଲରୁ ବାଲେଶ୍ୱରକୁ କୌଣସି ଗାଡି ଛଡାଯିବନି ବୋଲି ଜିଲ୍ଲାପାଳ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking