29.1 C
Bhubaneswar
Friday, July 11, 2025
Homeଓଡିଶା୨୦ରୁ ହେବାକୁ ଯାଉଛି ବିଧାନସଭାର ଶୀତ ଅଧିବେଶନ

୨୦ରୁ ହେବାକୁ ଯାଉଛି ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ୱର : ଆସନ୍ତା ନଭେମ୍ବର ୨୦ରୁ ହେବାକୁ ଯାଉଛି ବିଧାନସଭାର ଶିତକାଳୀନ ଅଧିବେଶନା ଏହା ବିଧାନସଭାର ପଞ୍ଚମ ଅଧିବେଶନ ହେବା ଏହା ୩୧ତାରିଖ ପର୍ଯ୍ୟନ୍ତ ଚାଲିବ ।ଏଥିପାଇଁ ରାଜ୍ୟପାଳ ସମନ କରିବାପରେ ସଚିବାଳୟ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।କୋରନା କଟକଣା ବିଭିନ୍ନ ମଧ୍ୟରେ ଏହି ଅଧିବେଶନ ଚାଲିବ ବୋଲି କୁହାଯାଇଛି ।ଶୀତ ଦିନରେ ମୋଟ ୪୦ଟି କାର୍ଯ୍ୟ ଦିବସ ରହିଛି ।କଟକଣ ମଧ୍ୟରେ ଶନିବାର ,ରବିବାର ମଧ୍ୟ କାର୍ଯ୍ୟ କରାଯିବ । ବିଭିନ୍ନ ବିଭାଗର ଅତିରିକ୍ତ ଖର୍ଚ୍ଚଦାବି ଉପରେ ଚଳିତମାସ ୨୬ରୁ ୨୮ ତାରିଖ ଯାଏଁ ଆଲୋଚନା ପାଇଁ ଦିନ ସ୍ଥିର କରାଯାଇଛି ।୨୯ ତାରିଖରେ ବ୍ୟୟମଞ୍ଜୁରୀ ବିଧେୟକ ଉପରେ ଆଲୋଚନା କରାଯାଇ ଖର୍ଚ୍ଚଦାବି ପାରିତ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking