23.1 C
Bhubaneswar
Friday, November 27, 2026
Homeଓଡିଶାଏଫସିଆଇ ଚାଉଳ ନ ଉଠାଇଲେ ଧାନ କିଣିବୁନୁ: ମିଲର୍ସ

ଏଫସିଆଇ ଚାଉଳ ନ ଉଠାଇଲେ ଧାନ କିଣିବୁନୁ: ମିଲର୍ସ

ବରଗଡ : ଅଲ ଓଡିଶା ମିଲର୍ସ ଆସୋସିଏସନର କଡା ଚେତାବନୀ । ଦାବି ପୂରଣ ନ ହେଲେ ଧାନ ନକିଣିବାକୁ ଦେଲେ ଚେତାବନୀ । ମିଲରେ ଚାଉଳ ଗଚ୍ଛିତ ଅଛି, ଏଫସିଆଇ ଉଠାଉନଥିବା ଅଭିଯୋଗ ହୋଇଛି । ଚାଉଳ ଏଫସିଆଇ ନ ଉଠାଇଲେ ଧାନ କିଣିବେନି କହିଲେ ମିଲର୍ସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking