39.1 C
Bhubaneswar
Friday, April 26, 2024
Homeକରୋନାସ୍ତ୍ରୀ କୁ କରୋନା ହୋଇଥିବାରୁ ସ୍ୱାମୀ ଏପରିକଲା ଯାହା ଭାବିପାରିବେନି

ସ୍ତ୍ରୀ କୁ କରୋନା ହୋଇଥିବାରୁ ସ୍ୱାମୀ ଏପରିକଲା ଯାହା ଭାବିପାରିବେନି

ନୂଆଦିଲ୍ଲୀ : ସ୍ୱାମୀ ସ୍ତ୍ରୀ ର ସମ୍ପର୍କ । ସମ୍ପର୍କ ଯୁଗ ଯୁଗର । ସ୍ତ୍ରୀର କଷ୍ଟ ସହିପାରିଲାନି ସ୍ୱାମୀ । ସ୍ତ୍ରୀ କରୋନା ଆକ୍ରାନ୍ତ ହେବା ଜାଣିବା ପରେ ଆତ୍ମହତ୍ୟା କରିଛି ସ୍ୱାମୀ । ଏଭଳି ଖବର ଆସିଛି ଗୁରଗାଁଓରୁ ।
ସୂଚନା ଅନୁଯାୟୀ, ସବୀର ସିଂଙ୍କ ପତ୍ନୀଙ୍କ ଦେହ ଅନେକାଂଶ ସମୟରେ ଖରାପ ରହୁଥିଲା। ସେଥିପାଇଁ ସେ ନିୟମିତ ମେଡିକାଲ ଚେକଅପ କରୁଥିଲେ । କିନ୍ତୁ ଗତ ଦୁଇଦନ ତଳେ ତାଙ୍କ ପତ୍ନୀଙ୍କ କରୋନା ପରୀକ୍ଷା ହେବା ପରେ ରିପୋର୍ଟ ପଜେଟିଭ ଆସଲା । ଆଉ ପରେ ସବୀରଙ୍କ ମୃତ ଦେହ ତାଙ୍କ ନିଜ ଘରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ମିଳିଳା ।ଏବେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିଲେ ହେଁ ସ୍ତ୍ରୀଙ୍କ ରୋଗ ପାଇଁ ମ୍ରିୟମାଣ ସବୀର ଆତ୍ମହତ୍ୟା କରିଥିବା ପ୍ରାରମ୍ଭିକ ସୂଚନାରୁ ଜଣା ପଡିଛି।
https://onakhabar.com/2020/04/30/wife-mother-in-law-among-three-held-for-mans-murder-in-ghaziabad/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking