41.1 C
Bhubaneswar
Sunday, April 28, 2024
Homeଓଡିଶାଭିସୁଟ୍ ଭିସିଙ୍କ କଡ଼ା ନିର୍ଦ୍ଦେଶ; ଛୋଟ ପୋଷାକରେ କ୍ୟାମ୍ପସ୍ ମନା

ଭିସୁଟ୍ ଭିସିଙ୍କ କଡ଼ା ନିର୍ଦ୍ଦେଶ; ଛୋଟ ପୋଷାକରେ କ୍ୟାମ୍ପସ୍ ମନା

ସମ୍ବଲପୁର: ବୁର୍ଲା ଭିସୁଟ୍ କୁଳପତି ଦେଇଛନ୍ତି କଡ଼ାନିର୍ଦ୍ଦେଶ । ଏଣିକି ଛୋଟ ପୋଷାକ ପିନ୍ଧି କ୍ୟାମ୍ପସ୍ ମାଡ଼ିପାରିବେନି ଛାତ୍ରଛାତ୍ରୀ । ଆଗକୁ ଭିସୁଟ୍‌ରେ ବସନ୍ତ ଉତ୍ସବ ସହିତ ବିଭିନ୍ନ ସାଂସ୍କୃତିକ କାର‌୍ୟକ୍ରମ ରହିଛି । ସାଂସ୍କୃତିକ କାର‌୍ୟକ୍ରମରେ ଛୋଟ ପୋଷାକ ପରିଧାନ କରି ବିଶ୍ୱବିଦ୍ୟାଳୟ ପରିସରକୁ ଆସିବା ଉପରେ କଟକଣା ଲଗାଯାଇଛି । ପାରମ୍ପରିକ ପୋଷାକ ପିନ୍ଧି ଆସିବାପାଇଁ କୁଳପତି ନୋଟିସ୍ ଜାରି କରିଛନ୍ତି । ଯଦି ଛାତ୍ରଛାତ୍ରୀ ନିର୍ଦ୍ଦେଶର ଉଲ୍ଲଂଘନ କରନ୍ତି; ତେବେ ସେମାନଙ୍କୁ ଭିସୁଟ ମୁଖ୍ୟଫାଟକ ଭିତରକୁ ଛଡ଼ାଯିବନାହିଁ । ଏହାସହ ଛାତ୍ରଛାତ୍ରୀଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking