24.1 C
Bhubaneswar
Monday, May 13, 2024
Homeବଲିଉଡଭିନ୍ନ ଢ଼ଙ୍ଗରେ ହେଲା ଟିଭି ଅଭିନେତ୍ରୀ ଆରତୀ ସିଂଙ୍କ ବିଦାୟୀ

ଭିନ୍ନ ଢ଼ଙ୍ଗରେ ହେଲା ଟିଭି ଅଭିନେତ୍ରୀ ଆରତୀ ସିଂଙ୍କ ବିଦାୟୀ

ମୁମ୍ବାଇ: ଟିଭି ଅଭିନେତ୍ରୀ ଆରତୀ ସିଂ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଦୀପକ ଚୌହାନଙ୍କ ସହ ଇସ୍କନ ମନ୍ଦିରରେ ତାଙ୍କର ବିବାହ ହୋଇଥିଲା। ଆରତୀ ଏବଂ ଦୀପକଙ୍କର ବିବାହ ବହୁତ ବଡ ଆକାରରେ ହୋଇଥିଲା ଯେଉଁଥିରେ ପରିବାରଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଅଂଶଗ୍ରହଣ କରିଥିଲେ। ବିବାହ ପ‌ରେ ରୀତିନୀତି ଅନୁଯାୟୀ, ଆରତୀଙ୍କ ବିଦାୟୀ ହୋଇଥିଲା। ହେଲେ ଭିନ୍ନ ଢ଼ଙ୍ଗରେ। ସାଧାରଣତଃ ବର, କନ୍ୟାକୁ ଗାଡ଼ିରେ ବସାଇ ନିଜ ଘରକୁ ନେଇଥାଏ। ହେଲେ ଆରତୀ, ସ୍ବାମୀ ଦୀପକ ଚୌହାନଙ୍କୁ ଥର୍ ଗାଡ଼ିରେ ବସାଇ ଶାଶୁ ଘରକୁ ଯାଇଥିବା ଦେଖିବାକୁ ମିଳିଛି। ସେ ନିଜେ ଗାଡ଼ି ଚଳାଉଥିବା ବେଳେ ଦୀପକ ତାଙ୍କ ପାଖରେ ବସିଥିବା ଭାଇରାଲ ଭିଡିଓରେ ଦେଖାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking