28.1 C
Bhubaneswar
Thursday, March 28, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆଜି ଇଚ୍ଛା ଅନୁଯାୟୀ ଫଳ ପାଇପାରନ୍ତି । ନୂତନ ଆୟ ପନ୍ଥା ଦେଖାଯିବ । ମିଳିମିଶି କାର୍ଯ୍ୟ କରିବାର ସୁଯୋଗ ପାଇବ ।

ବୃଷ : ଅଚାନକ ବିପଦରେ ପଡ଼ି କଷ୍ଟ ଅନୁଭବ କରିବେ । ଅସୁବିଧା ସୁଧୁରି ଯିବ । ଭାତୃ ବିବାଦ ଲାଗିରହିବ । ମାନସିକ ଭାରସାମ୍ୟ ହରାଇପାରନ୍ତି । ପିତାମାତାଙ୍କ ସ୍ୱାସ୍ଥ୍ୟନେଇ ଚିନ୍ତିତ ରହିବ ।

ମିଥୁନ : ଗୃହରୁ ଶାନ୍ତି ମିଳିବ । ମୋହରେ ପଡ଼ି କ୍ଷତିଗ୍ରସ୍ତ ହେବେ । ପରିସ୍ଥିତି ଆୟତାଧୀନ ହେବ । ଆଳସ୍ୟ ଅନୁଭବ କରିବେ । କର୍ମଧାରା ବଦଳାଇ ପାରନ୍ତି ।

କର୍କଟ : ଆଜି ମୂଲ୍ୟବାନ ଦ୍ରବ୍ୟ ପାଇପାରନ୍ତି । ମାନସିକ ବ୍ୟସ୍ତତା ବଢ଼ିବ । ନିଜର ଦାବି ଦେଖାଇପାରନ୍ତି । ସାହାଯ୍ୟର ହାତ ବଢ଼ାଇବେ।

ସିଂହ : ଅଭାବ ମେଣ୍ଟାଇପାରିବେ । କର୍ତ୍ତୃପକ୍ଷଙ୍କ ଚାପ ବଢ଼ିବ । ବନ୍ଧୁ ସହଯୋଗ ଲାଭ କରିବେ । ଧନାଦିପ୍ରାପ୍ତି ଘଟିପାରେ । ଦୁଃ-ସମ୍ବାଦ ପାଇପାରନ୍ତି ।

କନ୍ୟା : ସାହାଯ୍ୟର ଉପଯୋଗ କରିବେ । ଦୂରଯାତ୍ରା ଯୋଗ ଅଛି । ନିଜ କାର୍ଯ୍ୟ କରିବେ । ମନୋମାଳିନ୍ୟ ଉପୁଜିପାରେ । ଅନୁତାପ କରିପାରନ୍ତି ।

ତୁଳା : ଗୃହରୁ ଆନନ୍ଦ ପାଇବେ । ଷଡ଼ଯନ୍ତ୍ରରୁ ଉଧୁରିଯିବେ । ଆର୍ଥିକ ଲାଭ ଘଟିବ । ପରିବେଶ ସୁଖ ହେବ । ଭୁଲବୁଝାମଣା ହୋଇପାରେ ।

ବିଛା : ବ୍ୟବସାୟରେ ସଫଳତା ଲାଭ କରିବେ । ବିଭିନ୍ନ ସମସ୍ୟାର ସମାଧାନ ହେବ । ରୋଜଗାର ବୃଦ୍ଧିପାଇବ । ପାରିବାରିକ ଶାନ୍ତି ବୃଦ୍ଧିପାଇବ । ମହିଳାମାନେ ଅର୍ଥ ପାଇବେ ।

ଧନୁ : ଆଜି ଶନିଙ୍କ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ସୁ-ସମ୍ପର୍କ ହୋଇପାରିବ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ବ୍ୟବସାୟରେ ବାଧାବିଘ୍ନ ଦୂର ହେବ । ଦୂରଯାଗାକୁ ଯାଇପାରନ୍ତି ।

ମକର : ଆଜି ସାମାଜିକ ପ୍ରତିଷ୍ଠା ମିଳିବ । ବ୍ୟବସାୟରେ ଉନ୍ନତି ହୋଇପାରେ । କର୍ମକ୍ଷେତ୍ରରେ ସଫଳତା ମିଳିପାରେ । ବିଭିନ୍ନ ସମସ୍ୟାର ସମାଧାନ ହୋଇପାରେ । ଆର୍ଥିକ ଅଭାବ ପରିଲିକ୍ଷିତ ହେବ । ପାରିବାରିକ ଶାନ୍ତି ମିଳିବ ।

କୁମ୍ଭ : ବ୍ୟବସାୟରେ ଲାଭବାନ୍ ହେବେ । କର୍ମକ୍ଷେତ୍ରରେ ଉନ୍ନତି ହେବ । ଭୂମି ବାହନ ଇତ୍ୟାଦି କ୍ରୟ କରିପାରନ୍ତି । ମାନସମ୍ମାନ ବୃଦ୍ଧିପାଇବ । ଶ।।ରୀରିକ ସୁସ୍ଥତା ବୃଦ୍ଧିପାଇବ ।

ମୀନ : ଆଜି କାର୍ଯ୍ୟକ୍ଷେତ୍ରରେ ସଫଳତା ଲାଭକରିବେ । ଆକସ୍ମିକ ଧନଲାଭ ହେବ । ବ୍ୟବସାୟରେ ଲାଭାବନ୍ ହେବେ । ଆର୍ଥିକ ସ୍ଥିତି ମଜବୁତ୍ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking