26.1 C
Bhubaneswar
Friday, March 29, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା

 
ମେଷ : ଆଜି ଆପଣ ମନ୍ଦିର ପ୍ରତି ସକ୍ରିୟ ରହିବେ । ଅନ୍ୟମାନଙ୍କ ସମ୍ମୁଖରେ ନିଜର କଥାକୁ ଠିକ ଭାବରେ ରଖି ପାରିବେ । ଆୟ ବୃଦ୍ଧିର ନୂଆ ରାସ୍ତା ଖୋଲିବ । କୋର୍ଟ କଚେରୀ ମାମଲା ଆପଣଙ୍କ ପକ୍ଷରେ ହୋଇପାରେ ।
ବୃଷ : ଆପଣଙ୍କର  ମନ ଆଧ୍ୟାତ୍ମିକତାରେ ଅଧିକ ଲାଗି ରହିବ । କୌଣସି ଶୁଭ ସୂଚନା ପାଇବେ । ସହଜରେ ନିଜର କାମ ପୂରା କରିପାରିବେ । ବ୍ୟବସାୟିକ ପାଇଁ ଦିନଟି ଲାଭଦାୟକ ହେବ । ପ୍ରେମ ପ୍ରସଙ୍ଗ ଲାଗି ନୂଆ ସମ୍ଭାବନା ରହିଅଛି ।
ମିଥୁନ : କ୍ୟାରିୟର ଗତି ଲାଗି ସୁନ୍ଦର ପ୍ରସ୍ତାବ ପାଇବେ । ମିତ୍ରଙ୍କ ସହଯୋଗ ପାଇ ଶତ୍ରୁଙ୍କୁ ଦମନ କରିବେ । ମହିଳାମାନେ ଘର ଓ ଅଫିସକାମ ସୁଚାରୁରୂପେ କରିବେ । ପୁରୁଣା କଥା ଦାମ୍ପତ୍ୟ ଜୀବନକୁ ମଧୂର କରିବ ।
କର୍କଟ : ଆଜି ପୁରାଦିନ ଖୁସି ମନରେ ରହିବେ । ସମ୍ମାନିତ ଲୋକଙ୍କ ସହିତ ମିଶି ବ୍ୟବସାୟ ପାଇଁ ପ୍ରସ୍ତାବ ପାଇବେ । ଅଫିସରେ ନୂଆ ପରିଯୋଜନାର କାମ କରିପାରନ୍ତି । ପ୍ରେମ ସମ୍ପନ୍ଧରେ ପ୍ରଗାଢ଼ତା ଆସିବ ।
ସିଂହ : ଜୀବନରେ ମଉଜ ମଜଲିସ ଲାଗି ଭଲ ଅବସାଦ ପାଇବେ । ବ୍ୟବସାୟରେ ନୂଆ କୌଶଳ ପ୍ରୟୋଗ କରିବେ । ଯାହା ଦ୍ୱାରା ଭବିଷ୍ୟତରେ ଲାଭ ମିଳିବ । ନୂଆ ଚାକିରୀ ପାଇଁ ଭଲ ସମୟ । ଉଦ୍ଧାର ଦେଇଥିବା ପଇସା ଫେରିପାଇବେ ।
କନ୍ୟା : ଆଜି ଚନ୍ଦ୍ରଙ୍କ ଯୋଗୁ କାମରେ ଆପଣଙ୍କର ଆତ୍ମବିଶ୍ୱାସର ଝଲକ ଦେଖାଯିବ । କଷ୍ଟ ପ୍ରଶ୍ନର ସମାଧାନ ବାହାର କରିନେବେ । କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରିବେ । ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ସମ୍ବନ୍ଧରେ ଶୁଭ ଖବର ମିଳିବ ।
ତୁଳା : ଦିନଟି ଆପଣଙ୍କ ଲାଗି ଖୁସି ନେଇ ଆସିବ । କ୍ୟାରିୟର ଓ ଚାକିରୀରେ ସଫଳତା ମିଳିବ । ଧନ ଲାଭ ହେବ । ରାଜନୈତିକ ମହତ୍ମାକଂକ୍ଷା  ପୂରା ହେବ । ବୈବାହିକ ଜୀବନରେ ମଜବୁତ ଆସିବ ।
ବିଛା : ଆଜି ପୂଜା ପାଠରେ ଅଧିକ ସମୟ ବିତିବ । ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ । ପରିବାର ଲୋକଙ୍କ ଠାରୁ ଖୁସି ମିଳିପାରେ । ରାଜ୍ୟ ବାହାରେ ଚାକିରୀ ମିଳିବାର ଯୋଗ ଅଛି ।
ଧନୁ : କଷ୍ଟ ମନ ହେଉଥିବା କାମ ମିଠା କଥା କହି କରାଇନେବେ । କୋର୍ଟ କଚେରୀମାମଲା ଆପଣଙ୍କ ପକ୍ଷରେ ହୋଇପାରେ । ଅଫିସରେ ଆପଣଙ୍କୁ ଯୋଗ୍ୟ ପ୍ରମାଣିତ କରିବାକୁ ସଫଳ ହେବେ । ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ ।
ମକର : ଆଜି ଆପଣଙ୍କ ମନ କିଛି କହିବ ଓ ହୃଦୟ ଆଉ କିଛି କହିବ । ବିଦେଶରୁ ଭଲ ଖବର ପାଇବେ । ଉଚ୍ଚପଦସ୍ଥ ଅଧିକାରୀଙ୍କ ସଙ୍ଗରେ ଅଧିକ ସମୟ କାଟିବେ । ବେପାରରେ ସୁଧାର ଆଣିବେ । ପ୍ରେମ ସମ୍ବନ୍ଧ  ଭଲ ରହିବ ।
କୁମ୍ଭ : ଆପଣଙ୍କ ନୀର୍ଭିକ ବ୍ୟକ୍ତିତ୍ୱ ଅନ୍ୟମାନଙ୍କୁ ଆକର୍ଷିତ କରିବ । କାରବାରରେ ଲାଭ ହେବ। ସମ୍ମାନିତ ଲୋକଙ୍କ ସମ୍ମାନ ପାଇବେ । ଘର କଣିବା ବା ଘର ନିର୍ମାଣ ପାଇଁ ଯୋଜନା କରିବେ । ଦାମ୍ପତ୍ୟ ଜୀବନରେ ସୁଖ ମିଳିବ । ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ନମ୍ବର ରଖିବେ ।
ମୀନ : ପୂରା ଦିନ ସ୍ମୃତିଶୀଳ ରହିବ । କ୍ୟାରିୟରରେ ଠିକ ହେବ । ଆର୍ଥିକ ଲାଭ ହେବ । ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ । ସଙ୍ଗୀତ ଶୁଣିବାକୁ ମନ କହିବ । ମହିଳାମାନେ ଖୁସିର ସହିତ ଜିନିଷପତ୍ର କିଣିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking