38.1 C
Bhubaneswar
Friday, April 26, 2024
Homeଓଡିଶାଏଥର ଭୁବନେଶ୍ୱରରେ ମହିଳା ମେୟର

ଏଥର ଭୁବନେଶ୍ୱରରେ ମହିଳା ମେୟର

ଭୁବନେଶ୍ୱର: ୩ ମହାନଗର ପାଇଁ ମେୟର ପଦବୀ ନିମନ୍ତେ ଚିଠା ତାଲିକା ପ୍ରକାଶ ପାଇଛି । ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ମହାନଗର ନିଗମ ମେୟର ପାଇଁ ପ୍ରକାଶ ପାଇଛି । ଭୁବନେଶ୍ୱର ମହାନଗର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । କଟକ ଅଣସଂରକ୍ଷିତ ଥିବା ବେଳେ ବ୍ରହ୍ମପୁର ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । କାହାର କିଛି ଆପତ୍ତି/ପରାମର୍ଶ ଥିଲେ ୧୫ ଦିନ ମଧ୍ୟରେ ଜଣାଇପାରିବେ । ମେୟର ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ହେବା ଚର୍ଚ୍ଚା ଶୁଣି ପୁରୁଣା ମହିଳା କର୍ପୋଟେରମାନେ ଲବି ଆରମ୍ଭ କରିଦେଲେଣି । ମୋଟ ୬୭ ୱାର୍ଡରୁ ଗତ ୨୦୧୪ ନିର୍ବାଚନରେ ୩୭ଜଣ ମହିଳା ପ୍ରାର୍ଥୀ କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ । ଏଥିମଧ୍ୟରେ ଅନେକ ଏବେ ମେୟର ହେବାକୁ ଆଶା ବାନ୍ଧିଛନ୍ତି । ସବୁ ଅପେକ୍ଷା କରିଛନ୍ତି, ମେୟର ଆସନର ସଂରକ୍ଷଣ ଘୋଷଣାକୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking