ଗୁଣପୁର : ଇଟା ବୋଝେଇ ଟ୍ରାକ୍ଟର ଓଲଟି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଗୁଲୁମୁଣ୍ଡାପାକା ନିକଟ ମୁଖ୍ୟ ରାସ୍ତାରେ ଓଲଟିଲା ଟ୍ରାକ୍ଟର । ଚାଳକ ସମେତ ୪ ଗୁରୁତର ଅଛନ୍ତି । ଗୁରୁତରମାନଙ୍କୁ ଗୁଣପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳେର ପୋଲିସ ପହଞ୍ଚି ଏହାର ତଦନ୍ତ ଚଳାଇଛି । ପରିସ୍ଥିତି ଉତ୍ତେଜନା ଦେଖାଦେଇଛି ।