26.1 C
Bhubaneswar
Tuesday, March 18, 2025
Homeଓଡିଶାଦୟା ନଦୀ ପାଇଁ ମାଷ୍ଟର ପ୍ଲାନ ହେଉଛି – ମନ୍ତ୍ରୀ

ଦୟା ନଦୀ ପାଇଁ ମାଷ୍ଟର ପ୍ଲାନ ହେଉଛି – ମନ୍ତ୍ରୀ

ଭୁବନେଶ୍ୱର : ଦୟା ନଦୀ ପାଇଁ  ମାଷ୍ଟର ପ୍ଲାନ ହେଉଛି ।  ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ମାଷ୍ଟର ପ୍ଲାନ ସହ ଡିପିଆର ପ୍ରସ୍ତୁତ ହୋଇଛି । ଏନେଇ ଖୁବଶୀଘ୍ର ବ୍ୟବସ୍ଥା କରାଯିବ କହିଛନ୍ତି ମନ୍ତ୍ରୀ ।  ବର୍ଜ୍ୟବସ୍ତୁ ପକାଯାଉଥିବାଥିବାରୁ  ଦୂଷିତ  ହୋଇଗଲାଣି । ନଦୀ ମାଳରେ ବର୍ଜ୍ୟବସ୍ତୁ  ମିଶିବା ଦୁଃଖଦ ଘଟଣା ଅଟେ ।  ମୁଖ୍ୟମନ୍ତ୍ରୀ ଏହା ଉପରେ ସମୀକ୍ଷା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking