32.7 C
Bhubaneswar
Friday, June 19, 2026
Homeଓଡିଶାଭୁବନେଶ୍ୱରରେ ପ୍ରବଳ ବର୍ଷା

ଭୁବନେଶ୍ୱରରେ ପ୍ରବଳ ବର୍ଷା

ଭୁବନେଶ୍ୱର : ହଠାତ୍‌ ଘୋଟିଆସିଲା କଳାହାଣ୍ଡିଆ ମେଘ । ଦିନ ହୋଇଗଲା ରାତି । ଭୁବନେଶ୍ୱରରେ ପ୍ରବଳ ବର୍ଷା । ଯାହା ଫଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଆକାଶରେ କଳା ବାଦଲ ସାଙ୍ଗକୁ ପ୍ରବଳ ବର୍ଷା, ଘଡଘଡି, ବଜୁଳି ସାଙ୍ଗକୁ ପବନ ଅନ୍ଧାର କରିଦଲା ରାଜଧାନୀ ଆକାଶକୁ । ତେବେ ସେ ଯାହାହେଉ ଭୁବନେଶ୍ୱରରେ ପ୍ରବଳ ଗୁଳୁଗୁଳି ଏବଂ ତାତିରୁ ମିଳିଛି ଆଶ୍ୱସ୍ତି । କଲବଲ କରୁଥିବା ତାତିରୁ ଶାନ୍ତି ଦେଇଛି ଝଡ଼ବର୍ଷା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking