25.1 C
Bhubaneswar
Tuesday, March 18, 2025
Homeଓଡିଶାକାଲି ମିଳିବ ସୁଭଦ୍ରା ଟଙ୍କା

କାଲି ମିଳିବ ସୁଭଦ୍ରା ଟଙ୍କା

ଯାଜପୁର :ଯାଜପୁରରେ ଭବ୍ୟ  କାଯ୍ୟକ୍ରମର ଆୟୋଜନ ହେବ । କାଲି ଟଙ୍କା ଦେବା ପରେ ମୋଟ  ୯୮ ଲକ୍ଷ ମହିଳା ଲାଭାନ୍ୱିତ ହେବେ । ଏନପିସିଆଇ ପାଇଁ ଯେଉଁମାନେ ରହିବେ ମାର୍ଚ୍ଚ ୮ ସୁଦ୍ଧା ଯୋଡି ଦିଆଯିବ । ଯେଉଁମାନେ ଯୋଡି ହେବେ ତାଙ୍କୁ ସୁଭଦ୍ରା ଟଙ୍କା ମିଳିବ । ୩ ଲକ୍ଷ ୩୮ ହଜାର ଏନପିସିଆଇ ମଧ୍ୟରୁ ୫୯ହଜାର କ୍ଲିୟର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking