26.1 C
Bhubaneswar
Tuesday, March 18, 2025
Homeଓଡିଶାବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିନାହିଁ : ଦେବାଶିଷ

ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିନାହିଁ : ଦେବାଶିଷ

କଟକ : ବାଲିଯାତ୍ରାକୁ ଜାତୀୟ ମାନ୍ୟତା   ପ୍ରସଙ୍ଗରେ ଦ୍ୱନ୍ଦ ଦୂର କଲେ  ସାଂସଦ ଦେବାଶିଷ ସାମନ୍ତରାୟ । କହିଲେ  ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିନାହିଁ । ସଂସ୍କୃତି ବିଭାଗ କହିଛି ଏହା ତାଙ୍କ ଅଧିନରେ ନାହିଁ । ଏହାର ବିଚାର  ପ୍ରଧାନମନ୍ତ୍ରୀ  ମୋଦୀ  ବିଚାର କରିବେ । ଆଶା ରଖୁଛୁ ପ୍ରଧାନମନ୍ତ୍ରୀ  ମାନ୍ୟତା ନେଇ ନିଷ୍ପତ୍ତି ନେବେ । ଏନେଇ ରାଜ୍ୟ ସଭାରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲୁ । ଜାତୀୟ ମାନ୍ୟତା ମିଳିବା ଆବଶ୍ୟକ ବୋଲି ସେ ଦର୍ଶାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking