32.8 C
Bhubaneswar
Monday, June 15, 2026
Homeଓଡିଶାବଦଳିବ ଖୋର୍ଦ୍ଧା ବସ ଷ୍ଟାଣ୍ଡର ରୂପ ରେଖ

ବଦଳିବ ଖୋର୍ଦ୍ଧା ବସ ଷ୍ଟାଣ୍ଡର ରୂପ ରେଖ

ଖୋର୍ଦ୍ଧା:  ବଦଳିବ ଖୋର୍ଦ୍ଧା ବସ ଷ୍ଟାଣ୍ଡର ରୂପ ରେଖ । ନୂଆ ରୂପ ପାଇବ ଖୋର୍ଦ୍ଧା ବସ ଷ୍ଟାଣ୍ଡ। ଅଟଳ ବସଷ୍ଟାଣ୍ଡ ପାଇଁ ବାଜିଲା ମୋହର । ୧୫୪ କୋଟିର ଅନୁଦାନ ମିଳିଛି । ଅତ୍ୟାଧୁନିକ  ରେଷ୍ଟ ହାଉସ , ଟଏଲେଟ, ବସ ଷ୍ଟପ,ରେଷ୍ଟୁରାଣ୍ଟ ଆଦି ଏହି ବସ ଷ୍ଟାଣ୍ଡ ମଧ୍ୟରେ ରହିବ । ରାଜ୍ୟର ବିଭିନ ଅଂଚଳ କୁ ଯାଉଥିବା ବସ ଏହି ଖୋର୍ଦ୍ଧା ଦେଇ ଯାଉଥିବାରୁ ଏହି ବସ ଷ୍ଟାଣ୍ଡ ନିର୍ମାଣ ଏକ ବଡ଼ ପଦକ୍ଷେପ ହେବ । ସେହିପରି ଖୋର୍ଦ୍ଧାର ଲାଇଫ ଲାଇନ ବା ବିକାଶର ଧାର ହୋଇପାରିବ । ଏବେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଖୋର୍ଦ୍ଧା ନାଗରିକଙ୍କ ମହଲରେ ଉତ୍ସାହ ଦେଖିବାକୁ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking