33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶମହାକାଳେଶ୍ବର ମନ୍ଦିର ଗର୍ଭଗୃ‌ହରେ ଅଗ୍ନିକାଣ୍ଡ ଘଟି ୧୩ ଜଣ ପୁଜାରୀ ଆହତ

ମହାକାଳେଶ୍ବର ମନ୍ଦିର ଗର୍ଭଗୃ‌ହରେ ଅଗ୍ନିକାଣ୍ଡ ଘଟି ୧୩ ଜଣ ପୁଜାରୀ ଆହତ

ଭୋପାଳ: ମଧ୍ୟପ୍ରଦେଶର ଉଜୈନ୍‌ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏଠାରେ ଥିବା ମହାକାଳେଶ୍ବର ମନ୍ଦିରରେ ଅଗ୍ନିକାଣ୍ଡ ଘଟିବାରୁ ଅତି କମରେ ୧୩ ଜଣ ପୁଜାରୀ ଆହତ ହୋଇଛନ୍ତି। ଏ ନେଇ ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇ ଖବର ପ୍ରକାଶ କରିଛି।
ହୋଲି ଅବସରରେ ମନ୍ଦିର ଗର୍ଭଗୃହରେ ହେଉଥିବା ଭସ୍ମ ଆରତୀ ସମୟରେ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି ଜିଲ୍ଲାପାଳ ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇକୁ ଖବର ଦେଇଛନ୍ତି। ଆହତ ୧୩ ଜଣ ପୁଜାରୀଙ୍କୁ ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଏବେ ସେମାନଙ୍କ ଚିକିତ୍ସା ଚାଲିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking