27.1 C
Bhubaneswar
Saturday, July 27, 2024
Homeଓଡିଶାଅଠରନଳାକୁ ବିପଦ ନାହିଁ

ଅଠରନଳାକୁ ବିପଦ ନାହିଁ

ପୁରୀ : ଅଠରନଳାରେ ଫାଟ ନେଇ ଏଏସ୍‌ଆଇ ସୁପରିଣ୍ଡେଣ୍ଟ ପ୍ରତିକ୍ରିୟା ରଖିଛନ୍ତି । ଫାଟ ନେଇ ଆମେ ଅବଗତ ଅଛୁ । , ସେଭଳି କୌଣସି ବଡ ଫାଟ ନାହିଁ ବୋଲି କହିଛନ୍ତି । କେବଳ ପଏଣ୍ଟିଂ ଛାଡିଯାଇଛି , ବ୍ରିଜ ପ୍ରତି କୌଣସି ବିପଦ ନାହିଁ ବୋଲି କହିଛନ୍ତି । ପୁରୁଣା ପଥର ଜଏଣ୍ଟିଂରେ କିଛି କ୍ରାକ୍ ଅଛି । ଖୁବ୍ ଶିଘ୍ର ପଏଣ୍ଟିଂ କରାଯିବ କହିଲେ ।

 

ଏଣିକି କାର୍ଡ ଦ୍ୱାରା ଟିକଟ୍‌‌ ନେଇ ପାରିବେ ମୋ ବସ୍‌‌ ଯାତ୍ରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking