ରେଢାଖୋଲ : ରୋଗ ଭଲ ନ ହେବାରୁ ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ । ଡଇଁଚା ଗାଁରେ ସ୍ତ୍ରୀ ଘରେ ନ ଥିଲା ବେଳେ ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କଲେ ପରିବାର ।