27.1 C
Bhubaneswar
Saturday, July 27, 2024
Homeଓଡିଶାମାର୍ଚ୍ଚ ୨ ୟ ସପ୍ତାହରେ ନିର୍ବାଚନ ଘୋଷଣା

ମାର୍ଚ୍ଚ ୨ ୟ ସପ୍ତାହରେ ନିର୍ବାଚନ ଘୋଷଣା

ବ୍ୟୁରୋ :ମାର୍ଚ୍ଚ  ଦ୍ୱିତୀୟ ସପ୍ତାହରେ ଘୋଷଣା ହୋଇପାରେ ନିର୍ବାଚନ ତାରିଖ । ବିଭିନ୍ନ ରାଜ୍ୟ ଗସ୍ତ ସାରିଲା ପରେ ତାରିଖ ଘୋଷଣା କରିବେ ଇସିଆଇ । ଓଡିଶା ଗସ୍ତ ସାରି ଏବେ ତାମିଲନାଡୁରେ ଅଛନ୍ତି ନିର୍ବାଚନ କମିଶନ । ତାମିଲନାଡୁ ପରେ ଉତ୍ତର ପ୍ରଦେଶ ଯିବେ ନିର୍ବାଚନ କମିଶନ ଟିମ୍ । ୟୁପି ପରେ ଶେଷ ରାଜ୍ୟ ଭାବେ ୧୩ ରେ ଜାମ୍ମୁ କାଶ୍ମୀର ଗସ୍ତ କରିବେ । ଜାମ୍ମୁ କାଶ୍ମୀର ଗସ୍ତ ସାରିବା ପରେ  ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି । ତେଣୁ ମାର୍ଚ୍ଚ ୧୩ ପରେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking