33.1 C
Bhubaneswar
Tuesday, May 19, 2026
Homeଓଡିଶାଆଇଏଏସ୍ ସ୍ତରରେ ପୁଣି ଅଦଳବଦଳ

ଆଇଏଏସ୍ ସ୍ତରରେ ପୁଣି ଅଦଳବଦଳ

ଭୁବନେଶ୍ୱର : ଆଇଏଏସ୍ ସ୍ତରରେ ପୁଣି ଅଦଳବଦଳ କଲେ ରାଜ୍ୟ ସରକାର। ୧୩ ଆଇଏଏସ୍ ଅଫିସରଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କଲେ ରାଜ୍ୟ ସରକାର।
୧) ରାଜେସ ପ୍ରଭାକର ପାଟିଲ- ସମବାୟ ସଚିବ
୨)ବିଜୟ କେତନ ଉପାଧ୍ୟାୟ – ସଂସ୍କୃତି ସଚିବ
୩) ସମର୍ଥ ବର୍ମା – ଲଘୁ ଖଣିଜ ଦ୍ରବ୍ୟ ନିର୍ଦ୍ଦେଶକ
୪) ଦୀପଙ୍କର ମହାପାତ୍ର-ସିଇଓ, ହକି ପ୍ରମୋସନ କାଉନ୍‌ସିଲ୍‌
୫)ପ୍ରେକ୍ଷା ଅଗ୍ରୱାଲ୍ – ଧର୍ମଗଡ଼ ଉପଜିଲ୍ଲାପାଳ
୬)ପ୍ରଣତି ଦାଶ – ବାଲିଗୁଡ଼ା ଉପଜିଲ୍ଲାପାଳ
୭)କସ୍ତୁରୀ ପଣ୍ଡା – କରଞ୍ଜିଆ ଉପଜିଲ୍ଲାପାଳ
୮)ଅଭିଷେକ ଦିଲୀପ ଦୁଡହାଲ୍ – ଗୁଣୁପୁର ଉପଜିଲ୍ଲାପାଳ
୯) ଅସ୍‌ନୀ ଏଏଲ୍ – ନବରଙ୍ଗପୁର ଉପଜିଲ୍ଲାପାଳ
୧୦) ସି.ସରବଣା – କୁଚିଣ୍ଡା ଉପଜିଲ୍ଲାପାଳ
୧୧) ତେଜେସ୍ୱନୀ ବେହେରା – ସୁନ୍ଦରଗଡ଼ ଉପଜିଲ୍ଲାପାଳ
୧୨) ଶିବ ମାଲବ୍ୟ – ଆନନ୍ଦପୁର ଉପଜିଲ୍ଲାପାଳ
୧୩) ଅବିନାଶ କୁମାର – ବ୍ରହ୍ମପୁର ଉପଜିଲ୍ଲାପାଳ

ଆଇଏଏସ୍‌ ଅଫିସର୍ ସ୍ତରରେ ବଡ଼ଧରଣର ଅଦଳବଦଳ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking