39.6 C
Bhubaneswar
Thursday, June 18, 2026
Homeଓଡିଶାଚାମେଲି ମାମଲା: ଡିସଚାର୍ଜ ପେପର୍ ନେଇ ହସ୍ପିଟାଲରେ ଉତ୍ତେଜନା

ଚାମେଲି ମାମଲା: ଡିସଚାର୍ଜ ପେପର୍ ନେଇ ହସ୍ପିଟାଲରେ ଉତ୍ତେଜନା

କେନ୍ଦ୍ରାପଡ଼ା : ପ୍ରକୃତ ଡିସଚାର୍ଜ ପେପର୍ ନଦେଲେ, ଛାଡ଼ିବନି ହସ୍ପିଟାଲ । ଚାମେଲି ମାମଲାରେ ନୂଆ ବିବାଦ । ଆଜି ତାଙ୍କୁ ହସ୍ପିଟାଲ କର୍ତୃପକ୍ଷ, ଡିସଚାର୍ଜ କରିଛନ୍ତି କିନ୍ତୁ ଚାମେଲି ହସ୍ପିଟାଲରେ ୧୧ତାରିଖରେ ଭର୍ତ୍ତି ହୋଇଥିବାବେଳେ ଡିସଚାର୍ଜ ପେପରରେ ୧୧ତାରିଖ ବଦଳରେ ୧୩ତାରିଖ ଲେଖାଅଛି, ଯାହାକୁ ପ୍ରତିବାଦ କରିଛନ୍ତି ଚାମେଲି । ବିଡିଓ କାର୍ଯ୍ୟାଳୟରେ ୧୧ ତାରିଖରେ ବିବାଦ ହୋଇଥିଲା ।

ତାଙ୍କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଥିଲା, ସେହିଦିନ ସେ ଜେଲରେ ଅସୁସ୍ଥ ହୋଇ ପୁଣି ଥରେ ହସ୍ପିଟାଲକୁ ଫେରିଥିଲେ  କିନ୍ତୁ ତାଙ୍କୁ ଆଜି ଡିସଚାର୍ଜ କରାଯାଇଥିବାବେଳେ ୧୧ ତାରିଖ ବଦଳରେ ୧୩ ତାରିଖର ପେପର୍ ଦିଆଯାଉ।  ଯାହାକୁ ସେ ବିରୋଧ କରିଛନ୍ତି । ପ୍ରକୃତ କାଗଜ ନଦେଲେ  ଚିକିତ୍ସାଳୟ ଛାଡ଼ିବେନି ବୋଲି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking