27.5 C
Bhubaneswar
Monday, June 22, 2026
Homeଓଡିଶାବିରୂପା ନଦୀରେ ବୁଡ଼ି ଯୁବକ ନିଖୋଜ

ବିରୂପା ନଦୀରେ ବୁଡ଼ି ଯୁବକ ନିଖୋଜ

କଟକ: ବିରୂପା ନଦୀରେ ବୁଡ଼ି ଯୁବକ ନିଖୋଜ।କଟକ ଏସିବି ମେଡିକାଲ ର ସମ୍ପ୍ରସାରଣ କାମରେ କାର୍ଯ୍ୟରତ ଶ୍ରମିକ ଙ୍କ ଚୌଦ୍ୱାର ବିରୂପା ନଦୀରେ ଗାଧୋଉଥିବା ସମୟରେ ପାଣି ବୁଡ଼ି ନିଖୋଜ ପରେ ଚୌଦ୍ୱାର ଦମକଳ ବାହିନୀର ର ଉଦ୍ଧାର କାର୍ଯ୍ୟ ଜାରି। ଗତକାଲି L&T ଠିକା ସଂସ୍ଥାର ଅସ୍ଥାୟୀ ବସ୍ଥିରେ ରହୁଥିବା ଚାରିଜଣ ଯୁବକ ବିରୂପା ନଦୀରେ ଗାଧୋଉଥିବା ସମୟରେ ଗଭୀର ଜଳ ରେ ବୁଡ଼ି ଯାଇଥିଲେ। ୩ ଜଣ ଯୁବକ ପଂହଁରି ପହଁରି କୂଳକୁ ଫେରିଆସିଥିବା ବେଳେ ଜଣେ ଯୁବକ ପାଣିରେ ସ୍ରୋତରେ ଭାସି ଯାଇଥିଲା। ସୂଚନା ଅନୁସାରେ ଯୁବକର ଘର କୋରାପୁଟ ଜିଲ୍ଲା ବଡ଼ ନେରେକା ଲଷ୍ମୀ ପୁର ହୋଇଥିବା ବେଳେ ତାର ନାଁ ଜୋଥେସ ପ୍ରେପେକା ବୋଲି ଜଣା ପଡ଼ିଛି। ଆଜି ଚୌଦ୍ୱାର ଦମକଳ ବାହିନୀ ଅକ୍ଲାନ୍ତ ପରିଶ୍ରମ ପରେ ବି ମିଳିନି ଯୁବକ ର ସନ୍ଧାନ। ଏପର୍ଯ୍ୟନ୍ତ ଦମକଳ ବାହିନୀର ଗୋଟେ ଟିମ ଓ ଓଡ୍ରାପ ର ଗୋଟେ ଟିମ ଖୋଜା ଖୋଜି ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking