ଆଇଏଏସ୍ ଅଫିସର୍ ସ୍ତରରେ ବଡ଼ଧରଣର ଅଦଳବଦଳ
ଭୁବନେଶ୍ୱର : ଆଇଏଏସ୍ ଅଫିସର୍ ସ୍ତରରେ ଆଜି ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧) ଶିଳ୍ପ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମାଙ୍କୁ ଇପିକଲ୍ର ଅଧ୍ୟକ୍ଷ ଦାୟିତ୍ୱ ସହ ସୂଚନା ଓ ଲୋକସର୍ମ୍ପକ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦାୟିତ୍ୱ ଦିଆଯାଇଛି। ୨) ଭାଷା ଓ ସଂସ୍କୃତି ବିଭାଗ ପ୍ରମୁୂଖ ସଚିବ ସଞ୍ଜୀବ କୁମାର ମିଶ୍ରଙ୍କୁ ଅର୍ଥ ବିଭାଗ … Continue reading ଆଇଏଏସ୍ ଅଫିସର୍ ସ୍ତରରେ ବଡ଼ଧରଣର ଅଦଳବଦଳ
Copy and paste this URL into your WordPress site to embed
Copy and paste this code into your site to embed