33.1 C
Bhubaneswar
Monday, September 28, 2026
Homeଓଡିଶାଦେଢ ଲକ୍ଷ କୋଟି ଟଙ୍କା ଛୁଇଁବ ରାଜ୍ୟର ଋଣ

ଦେଢ ଲକ୍ଷ କୋଟି ଟଙ୍କା ଛୁଇଁବ ରାଜ୍ୟର ଋଣ

ଭୁବନେଶ୍ୱର: ରାଜ୍ୟର ଋଣଭାର ଦେଢ ଲକ୍ଷ କୋଟି ଟଙ୍କା ଛୁଇଁବାକୁ ବସିଲାଣି । ମାର୍ଚ୍ଚ ୨୦୨୭ ସୁଦ୍ଧା ଋଣଭାର ୧ ଲକ୍ଷ ୪୮ ହଜାର କୋଟିରେ ପହଞ୍ଚିବ । ରାଜ୍ୟର ମୁଣ୍ଡ ପିଛା ଋଣ ଭାର ୩୧ ହଜାର ୩୪୪ ଟଙ୍କାରେ ପହଞ୍ଚିବ । ଏହି ଆକଳନ କରାଯାଇଥିବା ଗୃହରେ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି । ୨୦୦୫-୦୬ରୁ ନିଆଯାଇଥିବା ଋଣ ସମ୍ପୁର୍ଣ୍ଣ ପୁଞ୍ଜି ଖର୍ଚ୍ଚରେ ବିନିଯୋଗ ହେଉଛି । ଏଥିରୁ କୌଣସି ଅର୍ଥ ରାଜସ୍ୱ ବ୍ୟୟ ପାଇଁ ଖର୍ଚ୍ଚ କରାଯାଉନାହିଁ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking