27.1 C
Bhubaneswar
Tuesday, September 22, 2026
Homeଓଡିଶାଆଇପିଏସ୍ ସ୍ତରରେ ଅଦଳ ବଦଳ: ଏସ୍ ସରବଣା ବିବେକଙ୍କୁ ଭୁବନେଶ୍ୱର ଡିସିପି ଦାୟିତ୍ୱ

ଆଇପିଏସ୍ ସ୍ତରରେ ଅଦଳ ବଦଳ: ଏସ୍ ସରବଣା ବିବେକଙ୍କୁ ଭୁବନେଶ୍ୱର ଡିସିପି ଦାୟିତ୍ୱ

ଭୁବନେଶ୍ୱର: ଆଇପିଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ଏହି କ୍ରମରେ ବରହମପୁର ଡିସିପି ଥିବା ସରବଣା ବିବେକ ଏମଙ୍କୁ ଭୁବନେଶ୍ୱର ଡିସିପି ଦାୟିତ୍ୱ ଦଆଯାଇଛି । ସେହିଭଳି ବ୍ରହ୍ମପୁର ଏସପି ଭାବେ ଅଭିନବ ସୋନକରଙ୍କୁ ଦାୟିତ୍ୱ ଦିଆଯାଇଛି । ଢେଙ୍କାନାଳ ଏସପି ଭାବେ ଆଜିଙ୍କ୍ୟ ବି.ମାନେଙ୍କୁ ଦାୟିତ୍ୱ ମିଳିଛି । ବରଗଡ଼ ଏସଡିପିଓ ଭାବେ ଏବି.ଶିଲ୍ପାଙ୍କୁ ନିଯୁକ୍ତ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking