38.1 C
Bhubaneswar
Wednesday, May 1, 2024
Homeଓଡିଶାକୋର୍ଟ ଛାତରୁ ଡେଇଁଲେ ବନ୍ଦୀ

କୋର୍ଟ ଛାତରୁ ଡେଇଁଲେ ବନ୍ଦୀ

ଝାରସୁଗୁଡା : କୋର୍ଟ  ଛାତରୁ ଡେଇଁ ବିଚାରାଧୀନ ବନ୍ଦୀଙ୍କ ଆତ୍ମହତ୍ୟା ଉଦ୍ୟମ । କୋର୍ଟର ଦ୍ୱିତୀୟ ମହଲାରୁ  ଡେଇଁ ପଡିଲେ ବିଚାରାଧୀନ ବନ୍ଦୀ । ଗୁରୁତର ଅବସ୍ଥାରେ ସଂପୃକ୍ତ ବନ୍ଦୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଏକ ଦୁଷ୍କର୍ମ ମାମଲାରେ କୋର୍ଟକୁ ହାଜିରା ପାଇଁ ଆସିଥିଲେ ।

ଓଡିଶାରେ ଏଥର ନିଅଣ୍ଟିଆ ବର୍ଷା, ଦେଶରେ ସ୍ୱାଭାବିକଠାରୁ ଅଧିକ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking